Tag: khordha

କୁନି କୁନି ଶିଶୁଙ୍କ ନୃତ୍ୟ-ଗୀତରେ କମ୍ପିଲା ଶିଶୁ ମହୋତ୍ସବ

ଖୋର୍ଦ୍ଧା,୧୪/୧୨: ପବିତ୍ର ଶିଶୁ ଦିବସ ଅବସରରେ ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡା ପଞ୍ଚାୟତ ଅନ୍ତର୍ଗତ କୁମାରବସ୍ତ ଶ୍ରୀ ଲୋକନାଥ ଦେବ ଶିଶୁ ମନ୍ଦିର ବିଦ୍ୟାଳୟରେ ରାଜ୍ୟ ସ୍ତରୀୟ ୨୯ ତମ ଶିଶୁ ମହୋତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରତିଷ୍ଠାତା ନବକିଶୋର…

ସିଗମା ପବ୍ଲିକ ସ୍କୁଲରେ ଶିଶୁ ଦିବସ ପାଳିତ

ଖୋର୍ଦ୍ଧା, ୧୪/୧୧: ଖୋର୍ଦ୍ଧା ବିଡ଼ିଏ କଲୋନୀ ସ୍ଥିତ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ସିଗମା ପବ୍ଲିକ ସ୍କୁଲରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ଏକାଡେମିକ୍ ଡିନ୍ ବନଦୁର୍ଗା ଶାହାଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶିଶୁ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍କୁଲର…

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସଚେତନତା କାର୍ଯ୍ୟକ୍ରମ

ଖୋର୍ଦ୍ଧା ୨୬/୧୦ : ଗତ ରବିବାର ଠାରୁ ଖୋର୍ଦ୍ଧା ସହର ଏବଂ ଆଖପାଖ ଅଞ୍ଚଳରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ପୁରା ଧୁମ ଧାମରେ ପାଳିତ ହେଉଛି । ଖୋର୍ଦ୍ଧା ସହରର ୩୭ ଟି ମଣ୍ଡପରେ ମା’ ଧନଧାତ୍ରୀଙ୍କୁ ବିଭିନ୍ନ କମିଟିର କର୍ମକର୍ତା…

୧୮ ରେ ବୀର ପାଇକ ଶୋଭାଯାତ୍ରା ଏବଂ ସନାତନୀ ଏକତା ଯାତ୍ରା

ଜଟଣୀ, ୧୫/୧୦: ସାମାଜିକ ସଙ୍ଗଠନ ପିପୁଲ ଫର ସୋସାଇଟ ଏବଂ ସଙ୍ଗଠିତ ହିନ୍ଦୁ ପରିବାର ପକ୍ଷରୁ ଆସନ୍ତା ୧୮ ଅକ୍ଟୋବର ରବିବାର ଦିନ ଜଟଣୀ ରେ ଅନୁଷ୍ଠିତ ହେବାକୁ ଯାଉଛି ବୀର ପାଇକ ଶୋଭାଯାତ୍ରା ଏବଂ ସନାତନୀ ଏକତା ଯାତ୍ରା। ଅପରାହ୍ନ…

ଜଟଣୀ କଲେଜ ଛାତ୍ର ସଂସଦ ନିର୍ବାଚନ ପାଇଁ, ପ୍ରକାଶ ପାଇଲା ଚୂଡାନ୍ତ ପାର୍ଥି ତାଲିକା

ଜଟଣୀ,୧୦/୧୦: ଜଟଣୀ କଲେଜ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରକାଶ ପାଇଛି ଚୂଡାନ୍ତ ପାର୍ଥି ତାଲିକା। ଏଥର ସଭାପତି ପ୍ରାର୍ଥୀ ପାଇଁ ଭବାନୀ ଶଙ୍କର ବାହୁବଳେନ୍ଦ୍ର, ବିଶ୍ଵଜିତ୍ ପ୍ରଧାନ ଓ ରୁଦ୍ର ନାରାୟଣ ରାଉତରାୟ ପ୍ରତିଦ୍ବନ୍ଦିତା କରୁଛନ୍ତି । ଉପସଭାପତି ପାଇଁ…

ବେଆଇନ ମୋରମ ଖଣି ଉପରେ ପୁଲିସର ଚଢ଼ାଉ, ୮ ଗିରଫ

ଖୋର୍ଦ୍ଧା ୧୦/୧୦: ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ମୋରମ ଖନନ ଓ ପରିବହନ ବିରୋଧରେ ପୁଲିସ ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି। ଗତ ୯ ତାରିଖ ରାତିରେ ଦୁଇଟି ସ୍ଥାନରେ ଚାଲିଥିବା ବେଆଇନ ମୋରମ ଖଣି ଉପରେ ଚଢ଼ାଉ କରାଯାଇ ୭ଟି ଜେସିବି…

ବିଦ୍ୟୁତ ଠିକା କର୍ମଚାରୀଙ୍କୁ ଛଟେଇ ଅଭିଯୋଗରେ ବିକ୍ଷୋଭ

ଖୋର୍ଦ୍ଧା, ୯/୧୦: ଟାଟା ପାୱାର ପକ୍ଷରୁ ବାରମ୍ବାର ଛଟେଇ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ବିଦ୍ୟୁତ ଠିକା କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ ପଦର୍ଶନ କରାଯାଇଛି। ଖୋର୍ଦ୍ଧା ବିଦ୍ୟୁତ ଡିଭିଜନ ଅଧୀନରେ ଥିବା ୧୮ଟି ସେକ୍ସନରେ କାର୍ଯ୍ୟରତ…

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସେବା ଓ ତ୍ୟାଗ, ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ

ଜଟଣୀ, ୦୯/୧୦: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୫୯ତମ ଜୟନ୍ତୀ ଜଟଣୀ ଗୋପବନ୍ଧୁ ପାର୍କ ସ୍ଥିତ ଉତ୍କଳମଣି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ସକାଳେ ଅନୁଷ୍ଠିତ ହୋଇଯାଇଛି । ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ…

ଓଗାଳପଡାରେ ପଲ୍ଲୀ ସଂସ୍କୃତି କାର୍ଯ୍ୟକ୍ରମ

ଜଟଣୀ,୮/୧୦: ରାଜଧାନୀ ଉପକଣ୍ଠ ଜଟଣୀ ବ୍ଲକ ଅନ୍ତର୍ଗତ ଯାଁଳା ଓଗାଳପଡା ଗ୍ରାମରେ ଜନ ସେବା ସଂଗଠନ ଉତ୍କଳ ସେବା ଅନୁଷ୍ଠାନ ପକ୍ଷରୁ ପଲ୍ଲୀ ସଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଣ ମଲ୍ଲୀ ବଣରେ ଫୁଟି ମଉଳି ଯାଉଥିବା ବିଷୟ ବସ୍ତୁକୁ ନେଇ…

ଜଟଣୀ ରେ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ୫୬ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଜଟଣୀ, ୬/୧୦: ମହାନ ସ୍ବାଧୀନତା ସଂଗ୍ରାମୀ ତଥା ଓଡିଶାରେ ଶିକ୍ଷା ଆନ୍ଦୋଳନର ପ୍ରବର୍ତକ ଆଜିବନ ବିପ୍ଳବୀ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସମାଜରେ ସଂସ୍କାର ମୁଳକ କାଯ୍ୟ କରିବାକୁ ଛାତ୍ର ଓ ଯୁବ ସମାଜ ଆଗେଇ ଆସିବାକୁ ଆହ୍ବାନ…