Month: November 2026

ମହାନ ସାଧୀନତା ସଂଗ୍ରାମୀ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କର ୧୨୧ ତମ ଜୟନ୍ତୀ ପାଳିତ

ଜଟଣୀ,୧୬/୧୧: ମହାନ ସ୍ବାଧୀନତା ସଂଗ୍ରାମୀ ତଥା ଓଡିଶାରେ ଶିକ୍ଷା ଆନ୍ଦୋଳନର ପ୍ରବର୍ତ୍ତକ ଆଜିବନ ବିପ୍ଲବୀ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସମାଜରେ ସଂସ୍କାର ମୁଳକ କାଯ୍ୟ କରିବାକୁ ଛାତ୍ର ଓ ଯୁବ ସମାଜ ଆଗେଇ ଆସିବାକୁ ଆହ୍ବାନ ଦିଆଯାଇଛି…

ସାମ୍ବାଦିକତା କେବଳ ଏକ ବୃତ୍ତି ନୁହେଁ, ଏହା ସମାଜ ପ୍ରତି ଏକ ଗୁରୁଦାୟିତ୍ୱ

ଖୋର୍ଦ୍ଧା: ୧୬/୧୧: ଗଣତନ୍ତ୍ରର ସୁରକ୍ଷା, ଜନସାଧାରଣଙ୍କ ସ୍ୱରକୁ ଶାସନ ଓ ପ୍ରଶାସନ ନିକଟରେ ପହଞ୍ଚାଇବା ଏବଂ ସମାଜକୁ ସଚେତନ କରିବାରେ ଗଣମାଧ୍ୟମର ଭୂମିକା ଅତୁଳନୀୟ। ସାମ୍ବାଦିକମାନେ ବହୁ ପ୍ରତିକୂଳ ପରିସ୍ଥିତି, କଷ୍ଟ ଓ ଆହ୍ୱାନର ସମ୍ମୁଖୀନ ହୋଇ ଘଟଣାସ୍ଥଳରୁ ସମ୍ବାଦ ସଂଗ୍ରହ…

ଜଟଣୀରେ ଜାତୀୟ ପ୍ରେସ ଦିବସ ପାଳିତ

ଜଟଣୀ,୧୬/୧୧: ଜଟଣୀ ପ୍ରେସ୍ କ୍ଳବ ପକ୍ଷରୁ ସ୍ଥାନୀୟ ରୋଟାରୀ କ୍ଳବ ସଭା ଗୃହରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନ ର ସଭାପତି ରବୀନ୍ଦ୍ରନାଥ ମହାକୁଡଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଟଣୀ ବିଧାୟକ ବିଭୁତିଭୂଷଣ ବଳବନ୍ତରାୟ…

୧୮ଟି ଗଣେଶ ପୂଜା କମିଟିକୁ ସମ୍ବର୍ଦ୍ଧନା

ଜଟଣୀ, ୧୫/୧୧: ଜଟଣୀ ଗଣେଶ ପୂଜା ର ୧୮ ଗୋଟି ମୁଖ୍ୟ ପୂଜା ମଣ୍ଡପର ସଭାପତି ଓ ସମ୍ପାଦକଙ୍କୁ ଜଟଣୀ ବିକାଶ ପରିଷଦର ସଭାପତି ବିଜୟ କୁମାର ଛୋଟରାୟଙ୍କ ସଭାପତିତ୍ୱ ରେ ସମ୍ବର୍ଦ୍ଧିତ କରାଯାଇଛି। ଜଟଣୀ ଗଣେଶ ପୂଜାକୁ ନିଆରା ଢଙ୍ଗରେ…

ରେଳ ଶ୍ରମିକ ନେତା ରମେଶ ଚନ୍ଦ୍ର ସାହୁଙ୍କୁ ଡକ୍ଟରେଟ୍ ଉପାଧି

ଜଟଣୀ, ୧୪/୧୧: ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଜେନେରାଲ ସେକ୍ରେଟାରୀ ରମେଶ ଚନ୍ଦ୍ର ସାହୁଙ୍କୁ ମସ୍କୋ ରିସର୍ଚ୍ଚ ୟୁନିଭେର୍ସିଟି, ରୁଷିଆ ତରଫରୁ ଲୋକ ପ୍ରଶାସନ, ଶ୍ରମିକ ସଂଘଠନ ନେତୃତ୍ୱ ଏବଂ ସାମାଜିକ କଲ୍ୟାଣ କ୍ଷେତ୍ରରେ ଡକ୍ଟର ଅଫ୍ ଫିଲୋସୋଫି (ପିଏଚଡି) ଉପାଧି…

କୁନି କୁନି ଶିଶୁଙ୍କ ନୃତ୍ୟ-ଗୀତରେ କମ୍ପିଲା ଶିଶୁ ମହୋତ୍ସବ

ଖୋର୍ଦ୍ଧା,୧୪/୧୨: ପବିତ୍ର ଶିଶୁ ଦିବସ ଅବସରରେ ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡା ପଞ୍ଚାୟତ ଅନ୍ତର୍ଗତ କୁମାରବସ୍ତ ଶ୍ରୀ ଲୋକନାଥ ଦେବ ଶିଶୁ ମନ୍ଦିର ବିଦ୍ୟାଳୟରେ ରାଜ୍ୟ ସ୍ତରୀୟ ୨୯ ତମ ଶିଶୁ ମହୋତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରତିଷ୍ଠାତା ନବକିଶୋର…

ସିଗମା ପବ୍ଲିକ ସ୍କୁଲରେ ଶିଶୁ ଦିବସ ପାଳିତ

ଖୋର୍ଦ୍ଧା, ୧୪/୧୧: ଖୋର୍ଦ୍ଧା ବିଡ଼ିଏ କଲୋନୀ ସ୍ଥିତ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ସିଗମା ପବ୍ଲିକ ସ୍କୁଲରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ଏକାଡେମିକ୍ ଡିନ୍ ବନଦୁର୍ଗା ଶାହାଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶିଶୁ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍କୁଲର…