ଟାଙ୍ଗୀ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ସାମ୍ବାଦିକତା ଦିବସ ପାଳିତ
ଖୋର୍ଦ୍ଧା, ୧୭/୧୧: ସମାଜର ଅନ୍ୟାୟ, ଅନୀତି ଓ ଅବ୍ୟବସ୍ଥା ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ଜନସାଧାରଣଙ୍କ ସମସ୍ୟାକୁ ଶାସନ ଓ ପ୍ରଶାସନ ନିକଟରେ ପହଞ୍ଚାଇବାରେ ଗଣମାଧ୍ୟମର ଭୂମିକା ଅତୁଳନୀୟ। ଏହି ଦାୟିତ୍ୱବୋଧ, ନିଷ୍ଠା ଓ ସଂଘର୍ଷମୟ ସାମ୍ବାଦିକତା ବୃତ୍ତିକୁ ସମ୍ମାନ…
