Day: November 14, 2026

ରେଳ ଶ୍ରମିକ ନେତା ରମେଶ ଚନ୍ଦ୍ର ସାହୁଙ୍କୁ ଡକ୍ଟରେଟ୍ ଉପାଧି

ଜଟଣୀ, ୧୪/୧୧: ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଜେନେରାଲ ସେକ୍ରେଟାରୀ ରମେଶ ଚନ୍ଦ୍ର ସାହୁଙ୍କୁ ମସ୍କୋ ରିସର୍ଚ୍ଚ ୟୁନିଭେର୍ସିଟି, ରୁଷିଆ ତରଫରୁ ଲୋକ ପ୍ରଶାସନ, ଶ୍ରମିକ ସଂଘଠନ ନେତୃତ୍ୱ ଏବଂ ସାମାଜିକ କଲ୍ୟାଣ କ୍ଷେତ୍ରରେ ଡକ୍ଟର ଅଫ୍ ଫିଲୋସୋଫି (ପିଏଚଡି) ଉପାଧି…

କୁନି କୁନି ଶିଶୁଙ୍କ ନୃତ୍ୟ-ଗୀତରେ କମ୍ପିଲା ଶିଶୁ ମହୋତ୍ସବ

ଖୋର୍ଦ୍ଧା,୧୪/୧୨: ପବିତ୍ର ଶିଶୁ ଦିବସ ଅବସରରେ ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡା ପଞ୍ଚାୟତ ଅନ୍ତର୍ଗତ କୁମାରବସ୍ତ ଶ୍ରୀ ଲୋକନାଥ ଦେବ ଶିଶୁ ମନ୍ଦିର ବିଦ୍ୟାଳୟରେ ରାଜ୍ୟ ସ୍ତରୀୟ ୨୯ ତମ ଶିଶୁ ମହୋତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରତିଷ୍ଠାତା ନବକିଶୋର…

ସିଗମା ପବ୍ଲିକ ସ୍କୁଲରେ ଶିଶୁ ଦିବସ ପାଳିତ

ଖୋର୍ଦ୍ଧା, ୧୪/୧୧: ଖୋର୍ଦ୍ଧା ବିଡ଼ିଏ କଲୋନୀ ସ୍ଥିତ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ସିଗମା ପବ୍ଲିକ ସ୍କୁଲରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ଏକାଡେମିକ୍ ଡିନ୍ ବନଦୁର୍ଗା ଶାହାଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶିଶୁ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍କୁଲର…