Tag: odisha

ଧୁମଧାମରେ ରଜ ମହୋତ୍ସବ ପାଳିତ

ଜଟଣୀ, ୧୭/୬: ଜଟଣୀ ବ୍ଲକ୍ ଅନ୍ତର୍ଗତ ଯାଁଳା ମୁଣ୍ଡମୁହାଁଣ ସ୍ଥିତ ବାବା ଶ୍ରୀଶ୍ରୀ ଗ୍ରାମେଶ୍ଵର ଦେବଙ୍କ ମେଳନ ପଡ଼ିଆରେ ଧୁମଧାମରେ ରଜ ମହୋତ୍ସବ ପାଳିତ ହୋଇଯାଇଛି। ଗ୍ରାମେଶ୍ଵର ଯୁବ ପରିଷଦ ଦ୍ୱାରା ଆୟୋଜିତ ଏହି ରଜ ମହୋତ୍ସବ, ପହିଲି ରଜ ୧୪…

ରଜ ସଂକ୍ରାନ୍ତିରେ ମାଛ ଭୋଜି

ଖୋର୍ଦ୍ଧା, ୧୫/୬: ରଜ ସଂକ୍ରାନ୍ତି ରେ ସବୁଠୁ ନିରାମିଷ ଭୋଜି ଚାଲିଥିବା ବେଳେ, ଖୋର୍ଦ୍ଧା ଜିଲ୍ଲା ବୋଲାଗଡ଼ ବ୍ଲକ, ଆରିକମା ଗ୍ରାମରେ ଦେଖିବାକୁ ମିଳେ ଏହାର ବିପରିତ। ରଜ ସଂକ୍ରାନ୍ତି ରେ ଗ୍ରାମରେ ହୁଏ ମାଛ ଭୋଜି। ହଁ ଆଜ୍ଞ, ତାହା…

ସାହିତ୍ୟ ହେଉଛି ମଣିଷର ଆତ୍ମା । ସାହିତ୍ୟ ନଥିଲେ ଅନୁଭବର ସତ୍ତା ଉପଲବ୍ଧି ହୁଅନ୍ତା ନାହିଁ।

ଜଟଣୀ, ୧୩/୬: ଓଡିଶା ସାହିତ୍ୟ ଏକାଡେମୀ ଓ ଜଟଣୀ ସାହିତ୍ୟ ସଂସଦର ମିଳିତ ସହଯୋଗରେ ସଂସଦର ପଚାଶ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ, ଜଟଣୀ ସାହିତ୍ୟ ସଂସଦ ର ସଭାପତି ଶ୍ୟାମ ସୁନ୍ଦର ତ୍ରିପାଠୀଙ୍କ ସଭାପତିତ୍ବରେ ଜଟଣୀ ସେଞ୍ଚୁରିୟାନ…

ବିଶ୍ୱ ପୁସ୍ତକ ଦିବସରେ ଜିଲ୍ଲାପାଳଙ୍କୁ ପୁସ୍ତକ ପ୍ରଦାନ

ଖୋର୍ଦ୍ଧା, ୨୨/୫: ବିଶ୍ୱ ପୁସ୍ତକ ଦିବସ ଅବସରରେ ରାଜ୍ୟର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଦଶରଥପୁର, ଯାଜପୁରର ସାରସ୍ୱତ ସାହିତ୍ୟ ସାଂସ୍କୃତିକ ପରିଷଦର ଉପ-ସଭାପତି ତଥା ମୁଖପତ୍ର ‘ବର୍ତ୍ତିିର୍କା’ର ସୋଜନ୍ୟ ସମ୍ପାଦକ ଦେବେନ୍ଦ୍ର ନାରାୟଣ ବାରିକ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ତାଙ୍କ କାର୍ଯ୍ୟଳୟରେ…

ଜଟଣୀରେ ସେକ୍ସ ରାକେଟ ଠାବ। ୫ ଦେହଜୀବୀ ଉଦ୍ଧାର, ରାଣୀ ମହୁମାଛି ସହ ୪ ଗ୍ରାହକ ଗିରଫ

ଜଟଣୀ,୨୦/୫: ଜଟଣୀ ଥାନା ଅଧିନ ରାମଚନ୍ଦ୍ରପୁର ସାଇ ବିହାର ସ୍ଥିତ ଏକ ଭଡା ଘରୁ ସେକ୍ସ ରାକେଟ ଠାବ କରିଛି ଜଟଣୀ ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ଜଟଣୀ ପୋଲିସ ଏକ ଟିମ ଭଡ଼ା ଘରେ ଚଢ଼ାଉ କରି ରାଣୀ…

ପଦ୍ମଶ୍ରୀ ସଚ୍ଚି ରାଉତରାୟଙ୍କ ୧୧୧ତମ ଜୟନ୍ତୀ ପାଳିତ

ଖୋର୍ଦ୍ଧା, ୧୩/୫: ସଚ୍ଚି ରାଉତରାୟ ସାହିତ୍ୟ ସଂସଦ ପକ୍ଷରୁ ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟଙ୍କ ୧୧୧ତମ ଜୟନ୍ତୀ ତାଙ୍କ ଜନ୍ମ ସ୍ଥାନ ଗୁରୁଜଙ୍ଗ ଦେୱାନ୍ ସାହି ରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନ ର ଉପସଭାପତି ତଥା କବୟିତ୍ରୀ ଆରତୀ ମଞ୍ଜରୀ…

ଓ.ୟୁ.ଡବ୍ଲୁ.ଜେ. ଖୋର୍ଦ୍ଧା ଜିଲ୍ଲା ଶାଖା ର ସାଙ୍ଗଠନିକ ବୈଠକ

ଖୋର୍ଦ୍ଧା, ୧୦/୫: ଓ.ୟୁ.ଡବ୍ଲୁ.ଜେ. ଖୋର୍ଦ୍ଧା ଜିଲ୍ଲା ଶାଖା ର ସାଂଗଠନିକ ଵୈଠକ ଓ ବନ୍ଧୁ ମିଳନ କର୍ଯ୍ୟକ୍ରମ ସଂଘ ର ଜିଲ୍ଲା ସଭାପତି ପ୍ରକାଶ କୁମାର ହାତୀଙ୍କ ଅଧକ୍ଷତାରେ, କୁମାରବସ୍ତ ‘ମା’ ବାଉତୀ’ଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି…

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ଗୁରୁତର

ଜଟଣୀ, ୧୦/୫: ଖୋର୍ଦ୍ଧା ରୋଡ଼ ରେଲୱେ ଷ୍ଟେସନ ନିକଟରେ ଠିଆ ହୋଇଥିବା ଏକ କୋଇଲା ୱାଗନ ଉପରେ ଚଢିଥିବା ଜଣେ ଯୁବକ ‘ଓଭର ହେଡ଼ ଇଲେକ୍ଟ୍ରି’ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି । ଯୁବକ ଜଣଙ୍କ ହେଉଛନ୍ତି ବିହାରର ଶେଖ…

ସନ୍ଦେହ ଘରରେ ଆଇଆଇଟି ଛାତ୍ରଙ୍କ ମୃତ

ଜଟଣୀ, ୧୦/୫: ଜଟଣୀ ଆଇଆଇଟି କ୍ୟାମ୍ପସ ପରିସରରୁ ଉଦ୍ଧାର ହୋଇଛି ଜଣେ ପିଏଚଡି ଛାତ୍ରଙ୍କ ମୃତ ଦେହ । ମୃତ ଛାତ୍ର ଜଣଙ୍କ ହେଲେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ପିଏଚଡି ଶେଷ ବର୍ଷର ଛାତ୍ର ତନିକୋଣ୍ଡା ନିଶାନ୍ତ କୁମାର। ଆଇଆଇଟି କ୍ୟାମ୍ପସ…

ରାଜନୀତିରେ ଆଧ୍ୟାତ୍ମିକତାର ଆବଶ୍ୟକତା ଶୀର୍ଷକ ଆଲୋଚନାଚକ୍ର

ଜଟଣୀ,୩/୫: ଜଟଣୀ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଗ୍ରୱାଲ ଧର୍ମଶାଳା ରେ ସମୃଦ୍ଧ ସମାଜ ପାଇଁ ରାଜନୀତିରେ ଆଧ୍ୟାତ୍ମିକତାର ଆବଶ୍ୟକତା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମାଉଣ୍ଟ ଆବୁ ଧାର୍ମିକ ଶାଖାର ସଂଯୋଜକ ବିକେ…