Day: October 26, 2026

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସଚେତନତା କାର୍ଯ୍ୟକ୍ରମ

ଖୋର୍ଦ୍ଧା ୨୬/୧୦ : ଗତ ରବିବାର ଠାରୁ ଖୋର୍ଦ୍ଧା ସହର ଏବଂ ଆଖପାଖ ଅଞ୍ଚଳରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ପୁରା ଧୁମ ଧାମରେ ପାଳିତ ହେଉଛି । ଖୋର୍ଦ୍ଧା ସହରର ୩୭ ଟି ମଣ୍ଡପରେ ମା’ ଧନଧାତ୍ରୀଙ୍କୁ ବିଭିନ୍ନ କମିଟିର କର୍ମକର୍ତା…