ଜଟଣୀ, ୧୯/୯: ଜଟଣୀ ନାଇଜର କ୍ୟାମ୍ପସ
ଭାଗିରଥି ଛାତ୍ରବାସ ବିଲ୍ଡିଂ ତଳେ ପଡି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ବିନୟ ସନ୍ୟାସୀ ଭେଙ୍କଟ ।

ବିନୟ ମାଷ୍ଟର ସାଇନ୍ସ ର ୩ବର୍ଷ ର ଛାତ୍ର ଥିଲେ। ବିନୟ ଙ୍କ ଘର ମାହାରାଷ୍ଟ୍ର ର ନାଗପୁର ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଜଟଣୀ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ବିନୟ କିପରି ବିଲ୍ଡିଂ ତଳକୁ ପଡିଲେ ସୁରାକ ଖୋଜୁଛି ପୋଲିସ।

