ବ୍ରାଉନ ସୁଗାର ଜବତ, ଜଣେ ଗିରଫ
ବ୍ୟୁରୋ: ରଣପୁର ସୁନାଖଳା ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବଢିଚାଲିଥିବା ବେଳେ, ନିଶା ବେପାରୀଙ୍କୁ ସାବାଡ଼ କରିବାକୁ ଆକ୍ସନ ମୁଡ଼କୁ ଓଲ୍ହାଇଛି ପୋଲିସ। ସୁନାଖଳା ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକାଶ ମହାନ୍ତି ଵିଶେଷ ସୂତ୍ରରୁ ଖବର ପାଇ କୋଟଗଡ଼ ନିକଟରେ…
A Multilingual News Portal
ବ୍ୟୁରୋ: ରଣପୁର ସୁନାଖଳା ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବଢିଚାଲିଥିବା ବେଳେ, ନିଶା ବେପାରୀଙ୍କୁ ସାବାଡ଼ କରିବାକୁ ଆକ୍ସନ ମୁଡ଼କୁ ଓଲ୍ହାଇଛି ପୋଲିସ। ସୁନାଖଳା ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକାଶ ମହାନ୍ତି ଵିଶେଷ ସୂତ୍ରରୁ ଖବର ପାଇ କୋଟଗଡ଼ ନିକଟରେ…
ବ୍ୟୁରୋ: ଜଟଣୀ ଶରତ ପାଇକରାୟ ଷ୍ଟାଡିୟମରେ କଳିଙ୍ଗ ଯୁବ ପରିଷଦ ପକ୍ଷରୁ ଆୟୋଜିତ ୮ମ ଜଟଣୀ ଗଣେଶ ମହୋତ୍ସବ ଶନିବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମହୋତ୍ସବକୁ ଉଦଘାଟନ କରିଥିବା ବେଳେ, ଅତିଥିଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ…
ବ୍ୟୁରୋ: ଖୋର୍ଦ୍ଧାରୋଡ ଷ୍ଟେସନରେ ଏକ ମାଲବାହି ଟ୍ରେନ ଆଗକୁ ଡେଇଁ ଅଳ୍ପକେ ବଞ୍ଚିଲେ ଯାତ୍ରୀ। ଜଟଣୀ ଖୋର୍ଦ୍ଧାରୋଡ ରେଲୱେ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୩ ଦେଇ ଏକ ମାଲବାହି ଟ୍ରେନ ଯାଉଥିବା ସମୟରେ ଆତ୍ମହତ୍ୟା କରିବା ପାଇଁ ହଟାତ ଜଣେ ଯାତ୍ରୀ…
ବ୍ୟୁରୋ: ଭୁବନେଶ୍ୱର ଆଇଆଇଟି ଜଟଣୀ କ୍ୟାମ୍ପସରେ ଛାତ୍ରୀଙ୍କ ଆତ୍ମହତ୍ଯା। ମୃତା ଛାତ୍ରୀ ଜଣଙ୍କ ହେଲେ କ୍ରୀତିକା ରାଜ। କ୍ରୀତିକା ବି-ଟେକ ୩ୟ ବର୍ଷ ର ଛାତ୍ରୀ ଥିଲେ । ସେ ପଞ୍ଚମ ମହଲାରୁ ଡେଇଁ ଆତ୍ମହତ୍ଯା କରିଥିବା ସୂଚନା ମିଳିଛି। ତେବେ…
ବ୍ୟୁରୋ: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ବିକାଶ ପରିଷଦର ତୃତୀୟ ବାର୍ଷିକ ବୈଠକ ଜଟଣୀ ମା’ ଖଣ୍ଡୁଆଳଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବିଜୟ କୁମାର ଛୋଟରାୟଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଜଟଣୀ ଅଞ୍ଚଳରେ…
ବ୍ୟୁରୋ : ଚଳିତବର୍ଷ କଟକ ଦୁର୍ଗାପୂଜା ଭସାଣିରେ ବାଜିବନି ଡିଜେ। କଟକ ଦୁର୍ଗାପୂଜା କୁ ନେଇ ଆଜି ଶାନ୍ତି କମିଟି ବୈଠକ ବସିଥିଲା। ଏହି ବୈଠକରେ ଭାଷାଣିରେ ଡିଜେ କୁ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ…
ବ୍ୟୁରୋ: ସୁଭଦ୍ରା ଯୋଜନାର ଆନୁଷ୍ଠାନିକ ମାର୍ଗଦର୍ଶିକା ଜାରି ହେଲା ଟୋଲ ଫ୍ରି ନଂ । ସୁଭଦ୍ରା ଯୋଜନାର ଟୋଲ ଫ୍ରି ନଂ ହେଉଛି ୧୪୬୭୮ । ମହିଳା ଓ ଶିଶୁ ବିଭାଗ ପକ୍ଷରୁ ଏହି ଟୋଲ ଫ୍ରି ନଂ ଜାରି କରାଯାଇଛି…
ବ୍ୟୁରୋ: ଜଟଣୀ ଥାନା ଅଧିନ ସିତାରାମ ଛକ ନିକଟ ଏକ ଗେଷ୍ଟ ହାଉସ ରୁ ଜଣେ ଯୁବକଙ୍କ ମୃତ ଦେହକୁ ଜବତ କରିଛି ଜଟଣୀ ପୋଲିସ । ମୃତ ଯୁବକ ଜଣଙ୍କ ହେଲେ ଭୁବନେଶ୍ୱର ଓ଼ଲ୍ଡ ଟାଉନ ନାଗେଶ୍ୱର ଟାଙ୍ଗୀର ନାରାୟଣ…
ବ୍ୟୁରୋ: ଜଟଣୀ ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନରୁ ୨୭ କେଜି ୨୭୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଖୋର୍ଦ୍ଧାରୋଡ ଆର.ପି.ଏଫ. । ଦୁଇ ଗିରଫ ଅଭିଯୁକ୍ତ ହେଲେ ବିହାର ରାଜ୍ୟ ଔରଙ୍ଗାବାଦ ଜିଲ୍ଲା ଦେଓକୁଣ୍ଡ ରାମପୁର…
ବ୍ୟୁରୋ: ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ହତ୍ୟାକାଣ୍ଡ ଘଟଣାରେ ଖୋର୍ଦ୍ଧା ପୋଲିସ ଘଟଣାର ତଦନ୍ତ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପୋଡ଼ାସାହିର ବିଶ୍ବଜିତ ମହାରଣା , ମୁକେଶ ସେଠୀ ଓ ଜଗତସିଂହପୁର ଜିଲ୍ଲାର ଆକାଶ ପଟ୍ଟନାୟକ। ସୂଚନା ମୁତାବକ…