ବନ୍ଧୁତା ଦିବସରେ ୧୯୭୩ ବ୍ୟାଚର ବନ୍ଧୁମିଳନ
ବ୍ୟୁରୋ: ବନ୍ଧୁତା ଦିବସରେ ଏକାଠି ହେଲେ ଗୋଡିପୁଟ ମାଟିଆପଡା ଗ୍ରାମପଞ୍ଚାୟତ ଅଧିନ ହରିପୁର ଜନତା ମଧ୍ୟ ଇଂରାଜୀ ବିଦ୍ୟାଳୟର ୧୯୭୩ ମସିହା ବ୍ୟାଚର ସହପାଠୀମାନେ। ସମସ୍ତ ବନ୍ଧୁ ମାନେ ମିଶି ଐତିହାସିକ ଅରାଗଡ଼ ପାହାଡରେ ରହିଥିବା ବୌଦ୍ଧ ଧର୍ମର ପୁରାତନ କୀର୍ତିରାଜ…
