ଜଟଣୀରେ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ
ବ୍ୟୁରୋ: ଜଟଣୀ ମହାବିଦ୍ୟାଳୟ ପକ୍ଷରୁ କଲେଜ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ଶିବବ୍ରତ ଘୋଷ ପ୍ରଥମେ ବୃକ୍ଷରୋପଣ କରିଥିଲେ ଏହା ସହ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷରୋପଣ କରିବା ପାଇଁ…
ଜଟଣୀ ବିଜେପି ପକ୍ଷରୁ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ବିରୋଧ ପ୍ରଦର୍ଶନ
ବ୍ୟୁରୋ: ସଂସଦରେ ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ଜଟଣୀ ନଗର ମଣ୍ଡଳ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସଭାପତି ନାଗ ଭୂଷଣ ରାୟଙ୍କ ନେତୃତ୍ୱରେ କର୍ମୀମାନେ ଜଟଣୀ ସିତାରାମ ଛକରେ ଦୃଢ଼ ବିରୋଧ ପ୍ରଦର୍ଶନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ…
ଓଡ଼ିଶା ଆଇକନିକ ଆୱାର୍ଡ଼ ସମ୍ମାନ ପାଇଲେ ଡାକ୍ତର ରାକେଶ କଲେତ୍
ବ୍ୟୁରୋ: ଡାକ୍ତର ରାକେଶ ଚନ୍ଦ୍ର କଲେତ୍ ‘ଓଡ଼ିଶା ଆଇକୋନିକ’ ଆୱାର୍ଡ଼ ସମ୍ମାନରେ ସମ୍ମାନିତ ହୋଇଛନ୍ତି। କଟକ ଜିଲ୍ଲାରେ ଆୟୋଜିତ ହୋଇଥିବା ୱାର୍ଲ୍ଡ ଚାରିଟି ୱେଲଫେୟର ଫାଉଣ୍ଡେସନ ପକ୍ଷରୁ ଆୱାର୍ଡ଼ ସେରିମୋନି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହି ସମ୍ମାନ ଗ୍ରହଣ କରିଛନ୍ତି। ଡାକ୍ତର…
ସାହି ଯାତ୍ରା ସାରି ମନ୍ଦିରକୁ ବହୁଡ଼ିଲେ ମା’ଭଗବତୀ
ବ୍ୟୁରୋ: ଜଟଣୀ ହାଟବଜାର ସ୍ଥିତ ଅସ୍ଥାୟୀ ମଣ୍ଡପରେ ଚାଲିଥିବା ମା’ ଭଗବତୀଙ୍କ ବାର୍ଷିକ ସାହି ଯାତ୍ରା ଉତ୍ସବ ଉଦଯାପିତ ହୋଇଯାଇଛି। ଜୁନ ୨୫ତାରିଖ ମଧ୍ୟ ରାତ୍ରୀରେ ମା’ ଭଗବତୀ ଲୋକ କଲୋନୀ ସ୍ଥିତ ନିଜ ପୀଠରୁ ଘଣ୍ଟ ଘଣ୍ଟା, ବାଜା ବାଣ…
ଟଙ୍କା ନ ଦେବାରୁ ବାପାକୁ ହତ୍ୟା କଲା ପୁଅ
ବ୍ୟୁରୋ: ଟଙ୍କା ନ ଦେବାରୁ ବାପାକୁ ହତ୍ୟା କଲା ପୁଅ। ଏଭଳି ଏକ ଅମାନସିକ ଘଟଣା ଘଟିଛି ଭୁବନେଶ୍ୱର ମଞ୍ଚେଶ୍ବର ଅଞ୍ଚଳରେ। ସାମାନ୍ୟ ଟଙ୍କା ପାଇଁ ଜଣେ ବାପାକୁ ଛୁରୀ ଭୁସି ହତ୍ୟା କଲା ପୁଅ । ଏହି ଘଟଣା ଆଜି…
ଲାଇବ୍ରେରୀ ଆଟେଣ୍ଡାଣ୍ଟଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ
ବ୍ୟୁରୋ: ଜଟଣୀ ବ୍ଲକ ଅଧିନ କନ୍ତିଆ ପଞ୍ଚାୟତ ଅନ୍ତର୍ଗତ ଶ୍ରୀସୋମନାଥ ବାଲୁଙ୍କେଶ୍ଵର ଦେବ ମହିଳା ମହାବିଦ୍ୟାଳୟର, ଲାଇବ୍ରେରୀ ଆଟେଣ୍ଡାଣ୍ଟ ଶ୍ରୀମତୀ ପୁଷ୍ପିତା ରାଣୀ ଦାସଙ୍କ, ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ସତ୍ୟବ୍ରତ ମହାନ୍ତିଙ୍କ ସଭାପତିତ୍ଵରେ…
କୂଅରେ ପଡ଼ି ଦାଦା ପୁତୁରା ମୃତ
ବ୍ୟୁରୋ: ଜଟଣୀ ଥାନା ଅଧିନ ଗୋରା ଧର୍ମ ସାଗର ଅଞ୍ଚଳରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ଏକ ପରିତ୍ୟକ୍ତ କୂଅରେ ପଡ଼ି ଦାଦା ପୁତୁରାଙ୍କ ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଖବର ଜଟଣୀରେ ଶୋକର ଛାୟା ଖେଳାଇ ଦେଇଛି…
ମନୋଜ ଆହୁଜା ହେବେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ।
ବ୍ୟୁରୋ : ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ହେବେ ମନୋଜ ଆହୁଜା। ପ୍ରଦୀପ ଜେନାଙ୍କ ପରେ ୧୯୯୦ ମସିହାର ଆଇଏଏସ୍ ଅଫିସର ମନୋଜ ଆହୁଜା ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ହେବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ…
ବର୍ଷା ପାଣିରେ ବୁଡ଼ିଗଲା କାର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
ବ୍ୟୁରୋ: ବର୍ଷା ପାଣିରେ ବୁଡ଼ିଗଲା କାର। ଅଳ୍ପକେ ବର୍ତ୍ତିଲେ କାର ଚାଳକ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଜଟଣୀ ଅଞ୍ଚଳରେ।ଗୁରୁବାର ଅପରାହ୍ନରେ ମୌସମୀ ବର୍ଷାର ପ୍ରଭାବରେ ଜଟଣୀ ଅଞ୍ଚଳର ଅଧିକାଂଶ ଡ୍ରେନ ରୁ ପାଣି ନିଷ୍କାସନ ହୋଇପାରିନଥିଲା। ଜଟଣୀ ମୁଖ୍ୟ ରାସ୍ତା…
ସତୀଶ ଶର୍ମା ହେଲେ ଏମ୍.ପି. ପ୍ରତିନିଧି
ବ୍ୟୁରୋ: ସତୀଶ କୁମାର ଶର୍ମା ହେଲେ ଭୁବନେଶ୍ୱର ଏମ୍.ପି ଅପରାଜିତା ଷଡ଼ଙ୍ଗୀଙ୍କ ଜଟଣୀ ପୌରାଞ୍ଚଳ ପ୍ରତିନିଧି। ଯୁବ ସମାଜସେବୀ ସତୀଶଙ୍କୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଜଟଣୀ ପୋୖରାଞ୍ଚଳ ପ୍ରତିନିଧି ଭାବେ ନିଯୁକ୍ତି କରିଛନ୍ତି। ପୂର୍ବରୁ ସତୀଶ ସାଂସଦ ଙ୍କ ପ୍ରତିନିଧି ଥିବାବେଳେ…
