ଜଟଣୀ ବାର ଆସୋସିଏସନର ଅଷ୍ଟମ ପ୍ରତିଷ୍ଠା ଦିବସ ପାଳିତ
ଜଟଣୀ, ୧୫/୯ : ଜଟଣୀ ବାର ଆସୋସିଏସନର ଅଷ୍ଟମ ପ୍ରତିଷ୍ଠା ଦିବସ କୋର୍ଟ ପରିସରରେ ପାଳିତ ହୋଇଯାଇଅଛି । ଜଟଣୀ ବାର ଆସୋସିଏସନର ସଭାପତି ଜ୍ଞାନେନ୍ଦ୍ର କୁମାର ସେନାପତିଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ ମୁଖ୍ୟ…
