ଜଟଣୀ ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ
ଜଟଣୀ, ୨୧/୬: ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟର ଜଟଣୀ ବନମାଳୀ କଲୋନୀ ସ୍ଥିତ ରାଜଯୋଗ ଭବନ ପରିସରରେ ବିଶ୍ଵ ଯୋଗ ଦିବସ ପାଳିତ ହୋଇଯାଇଛି। ପ୍ରାତଃ ରାଜଯୋଗ ମୁରଲୀ କ୍ଲାସ ପରେ ଜଟଣୀ ବଡ଼ବଜାର ସ୍ଥିତ ରାଜଯୋଗ କେନ୍ଦ୍ରର ମୁଖ୍ୟ ସଂଚାଳିକା…
