Category: ରାଜ୍ୟ ଖବର

ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ

ବ୍ୟୁରୋ: ମହାପ୍ରଭୁଙ୍କ ଦର୍ଶନ କରିବାକୁ ପୁରୀ ଶ୍ରୀମନ୍ଦିର ଆସୁଥିବା ଭକ୍ତ ମାନଙ୍କ ପାଇଁ ଆସିଲା ଖୁସୀ ଖବର। ଏଥର ଶ୍ରୀମନ୍ଦିରରେ ଭକ୍ତ ମାନଙ୍କୁ ମିଳିବ ମାଗଣା ମହାପ୍ରସାଦ । ପ୍ରତିଦିନ ପୁରୀ ଶ୍ରୀମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଭକ୍ତଙ୍କୁ ମିଳିବ ମାଗଣା ଅବଢ଼ା।…

ସାଧନା ଆର୍ଟ ଆଣ୍ଡ କଲଚରରେ 78ତମ ସାଧିନତା ଦିବସ ପାଳିତ

ବ୍ୟୁରୋ: ଓଡ଼ିଶାର ପ୍ରତିଷ୍ଠିତ କଳା, ସଂସ୍କୃତି ଭିତ୍ତିକ ସାଂସ୍କୃତିକ ଅନୁଷ୍ଠାନ “ସାଧନା ଆର୍ଟ ଆଣ୍ଡ କଲଚର ” ପୋଖରୀପୁଟ ଭୁବନେଶ୍ୱର ଶିକ୍ଷାନୁଷ୍ଠାନରେ 78ତମ ସାଧିନତା ଦିବସ ପାଳିତ ହୋଇଯାଇଅଛି। ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକ, ଅଭିଭାବିକା ତଥା…

ଶ୍ରୀ ରାଧାମାଧବ ଦେବଙ୍କ ଝୁଲଣ ଯାତ୍ରା

ବ୍ୟୁରୋ: ଭୁବନେଶ୍ବର ଉପକଣ୍ଠ ଯାଁଳା ଗ୍ରାମର ଶ୍ରୀ ଶ୍ରୀ ରାଧାମାଧବ ଦେବଙ୍କ ଝୁଲଣ ଯାତ୍ରା ମହାସମାରୋହରେ ପାଳିତ ହେଉଅଛି । ଏହି ଝୁଲଣ ଯାତ୍ରା ଶ୍ରାବଣ ମାଷ ଶୁକ୍ଲ ପକ୍ଷ ଅଷ୍ଟମୀ ଠାରୁ ଆରମ୍ଭ ହୋଇ ରକ୍ଷାବନ୍ଧନ ବା ବଳଭଦ୍ର ଜନ୍ମ…

ପଥର ବୋଝେଇ ଟ୍ରାକ୍ଟର ଜବତ, ଡ୍ରାଇଭର ଫେରାର

ବ୍ୟୁରୋ: ଦିନକୁ ଦିନ ରାଜସୁନାଖଳା ଅଞ୍ଚଳରେ ଚୋରା ମାଙ୍କଡା ପଥର ଚାଲାଣ ବଢ଼ିବାରେ ଲାଗିଥିବା ବେଳେ, ରାଜସୁନାଖଳା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗୁଣ୍ଡୁରିଆ ଠାରେ ମାଙ୍କଡା ବୋଝେଇ ଟ୍ରାକ୍ଟରକୁ ଧରିଥିଲା। ପୋଲିସ ଗାଡିକୁ ଦେଖି ଗାଡି ଡ୍ରାଇଭର ଓ ହେଲ୍ପର…

ପୂର୍ବତନ ମୁଖ୍ୟ ଯନ୍ତ୍ରୀଙ୍କ ସୁନା ସଉକ

ପୂର୍ବତନ ମୁଖ୍ୟ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଭୁବନେଶ୍ୱର ଘର ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଟିମ ଚଢ଼ାଉ କରିଛି। ଯାନ୍ତ୍ରୀଙ୍କ ଭୁବନେଶ୍ୱର ଘରୁ ମିଳିଛି ବହୁ ପରିମାଣର ସୁନା, ରୁପା, ହୀରା ସହ ନଗଦ ଟଙ୍କା । ଏହା ସହ…

ପୂଜକଙ୍କୁ ପାଉଣା ନ ମିଳିବାରୁ, ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି

ବ୍ୟୁରୋ: ପୂଜକଙ୍କୁ ପାଉଣା ନ ମିଳିବାରୁ ଆଜି ପର୍ଯ୍ୟନ୍ତ ରଥରେ ଅଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମାତା ସୁଭଦ୍ରା । ପୂଜକଙ୍କ ପାଉଣା ପାଇଁ ରଥ ଉପରୁ ମନ୍ଦିରକୁ ପ୍ରବେଶ କରି ନାହାନ୍ତି ଚତୁର୍ଦ୍ଧାମୂର୍ତ୍ତି। ରଥ ଉପରେ ଖରା ବର୍ଷାରେ…

ଟ୍ରକ ଧକ୍କାରେ ଛାତ୍ରଙ୍କ ମୃତ

ବ୍ୟୁରୋ: ଜଟଣୀ ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟ ନିକଟରେ ଗ୍ୟାସ ବୋଝେଇ ଟ୍ରକ ଧକ୍କାରେ ହୋଇଛି ଜଣେ ଛାତ୍ରଙ୍କ ମୃତ୍ୟୁ । ମୃତ ଛାତ୍ର ଜଣକ ହେଉଛନ୍ତି ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟର ସାର୍ଥକ ସୁତାର । ତାଙ୍କ ଘର କେଉଁଝର ଜିଲ୍ଲା ଯୋଡ଼ା ଅଞ୍ଚଳରେ ।…

ଭିଜିଲାନ୍ସ ଜାଲରେ ଆଠଗଡ ବିଡିଓ ପ୍ରଦୀପ କୁମାର ସାହୁ

ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରୁଛି ଭିଜିଲାନ୍ସ । ଏକ କାଳୀନ 8ଟି ସ୍ଥାନରେ ଚାଲିଛି ଚଢାଉ । ଖୋର୍ଦ୍ଧା, ଭୁବନେଶ୍ବର, ନୟାଗଡ଼ ଓ ଆଠଗଡ଼ର…

ଧରା ପଡିଲା ପୋଲିସ ବାବୁଙ୍କ ପ୍ରେମ କାହାଣୀ

ବ୍ୟୁରୋ: ଧରା ପଡ଼ିଲା ପୋଲିସ ବାବୁଙ୍କ ପ୍ରେମ କାହାଣୀ। ଲୁଚି ଲୁଚି ପ୍ରେମ ଚାଲିଥିବା ବେଳେ ଧରିଲେ ପରିବାର ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଞ୍ଚଳରେ। ଧରା ପଡ଼ିଥିବା ବ୍ୟକ୍ତି ଜଣକ ବୋଲଗଡ଼ ଥାନା…

ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ବ୍ୟୁରୋ: ଜଟଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାକୁ ଉଦ୍‌ଘାଟନ କରିଥିଲେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଆଶିଷ କୁମାର ପଣ୍ଡା । ଶିଶୁମାନେ ମନରେ ବୈଜ୍ଞାନିକ ହେବା…