Category: ଅପରାଧ

ଅପରାଧ ଘଟେଇବା ଆଗରୁ ଧରିନେଲା ପୋଲିସ, ଜବତ କଲା ବନ୍ଧୁକ ସହ ଗୁଳି।

ଜଟଣୀ: ବନ୍ଧୁକ ଦେଖାଇ ଅପରାଧ ଘଟେଇବା ପାଇଁ ଚାଲିଥିଲା ବ୍ଲୁପ୍ରିଣ୍ଟ। କିନ୍ତୁ ପୋଲିସ ସବୁ ପ୍ଲାନକୁ କରିଦେଲା ଚୁରମାର। ଅପରାଧ ଘଟେଇବା ଆଗରୁ ଅପରାଧୀଙ୍କୁ ଧରିନେଲା ପୋଲିସ। ଆଉ ଜବତ କଲା ସେମାନଙ୍କ ଠାରୁ ଦେଶୀ ବନ୍ଧୁକ ସହ ଜୀବନ୍ତ ଗୁଳି।…

ଗୁଳିମାଡ଼ରେ  ଡ୍ରଗ୍ସ ମାଫିଆ ମୃତ।

ଖୋର୍ଦ୍ଧା: ଖୋର୍ଦ୍ଧା ସାମନ୍ତରାପୁର ଠେଙ୍ଗାହାଟ ଛକ, ଗୁଳିମାଡରେ ଆହତ ସୋମନାଥ ଭୁଜବଳଙ୍କର ଚିକିତ୍ସା ବେଳେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଗତ ୭ତାରିଖ, ରାତି୧୦ଟା ସମୟରେ ଖୋର୍ଦ୍ଧା ସାମନ୍ତରାପୁର ଠେଙ୍ଗାହାଟ ଛକରେ, ସୋମନାଥ ଠିଆ ହୋଇଥିବା ବେଳେ, ଏକ ପିକ୍ଅପ ଭ୍ଯାନରେ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଗୁଳିମାଡ

ଖୋର୍ଦ୍ଧା : ପୂର୍ବ ଶତ୍ରୁତାକୁ ନେଇ ଖୋର୍ଦ୍ଧାରେ ଜଣେ ଯୁବକଙ୍କ ଉପରକୁ ହୋଇଛି ଗୁଳିମାଡ଼। ଖୋର୍ଦ୍ଧା ଆଦର୍ଶ ଥାନା ଅଧିନ ଠେଙ୍ଗହଟା ଛକରେ ଜଣେ ଯୁବକଙ୍କୁ କିଛି ଲୋକ ପିକ୍ଅପ ଭ୍ୟାନରେ ଆସି ଗୁଳିମାଡ କରିଛନ୍ତି। ଗୁଳିମାଡ଼ର ଶିକାର ହେଉଛନ୍ତି ସୋମନାଥ…

ଡକାୟତି ଯୋଜନା ପଣ୍ଡ, ୫ ପେଷାଦାର ଲୁଟେରା ଗିରଫ

ଜଟଣୀ: ଜଟଣୀ ଥାନା ଅଞ୍ଚଳରେ ଏକ ବିରାଟ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ମାଡି ବସିଲା ପୋଲିସ। ଆଉ ଗିରଫ କଲା ୫ପେଷାଦାର ଲୁଟେରାଙ୍କୁ। ସୂଚନା ଅନୁସାରେ ଜଟଣୀ ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟ ନିକଟ ଖଣ୍ଡୁଆଳ ମନ୍ଦିର ପାଖରେ ଡକାୟତି ଯୋଜନା…

୧୨ ଲିଟର ମଦ ଜବତ ସହ, ଦୁଇ ବେପାରୀ ଗିରଫ

ଜଟଣୀ : ଜଟଣୀ ଥାନା ଅଧିନ ବଡ଼ତୋଟା ଅଞ୍ଚଳରେ ପୋଲିସ ଚଢ଼ାଉ କରି, ଦୁଇଜଣ ପେଶାଦାର ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ଜଟଣୀ ପୋଲିସ ପେଟ୍ରୋଲିଂ କରିବା ସମୟରେ ବିଶେଷସୂତ୍ରରୁ ଖବର ପାଇ, ବଡତୋଟା ଅଞ୍ଚଳରେ…

ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ କୋର୍ଟ ଚାଲାଣ

ଜଟଣୀ: ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିବା ଅଭିଯୋଗରେ ଜଟଣୀ ପୋଲିସ ଅଭିଯୁକ୍ତକୁ ଗିରଫକରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଜଟଣୀ ଥାନା ଅଧୀନ ଛଣଘର ଗ୍ରାମର ଅରୁ ଭୋଇ। ସୂଚନା ମୁତାବକ…

କାର ବାଇକ ମୁହାଁମୁହିଁ ଧକ୍କା, ଜଣେ ମୁତ୍ଯୁ ଦୁଇଜଣ ଗୁରୁତର

ବୋଲଗଡ଼: ଖୋର୍ଦ୍ଧା ଜିଲ୍ଲା ବୋଲଗଡ ତାରିଣୀ ମନ୍ଦିର ନିକଟରେ କାର ବାଇକ ମୁହାଁମୁହିଁ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଭାବେ ଆହାତ ହୋଇଛନ୍ତି। ସୂଚନା ମୁତାବକ କାରଟି ନୟାଗଡ ରୁ ଖୋର୍ଦ୍ଧା ଅଭିମୁଖ ଦ୍ରୁତଗତିରେ…

ଖଣ୍ଡା ଆକ୍ରମଣରେ ସାନ ଭାଇ ମୃତ, ବଡ଼ ଭାଇ ହେଲା ଗୁରୁତର

ବୋଲଗଡ଼: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା କୁମ୍ଭାରୀ ଗ୍ରାମର ଦୁଇ ଭାଇଙ୍କୁ କିଛି ଦୃବୁର୍ତ୍ତ ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି । ଆକ୍ରମଣରେ ସାନ ଭାଇର ମୃତ୍ୟୁ ଘଟିଥିବା ବେଳେ ବଡ଼ ଭାଇ ଗୁରୁତର ରହିଛି। ସୂଚନା ମୁତାବକ କୁମ୍ଭାରୀ…