ମାରାଥନ ପ୍ରଚାର କରୁଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ଜେନା
ବ୍ୟୁରୋ: ଜଟଣୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ନିର୍ବାଚନ ପ୍ରଚାର କରିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ଜେନା। ସକାଳେ ସମର୍ଥକଙ୍କୁ ଧରି ବିରାଟ ଶୋଭାଯାତ୍ରା କରି ଜଟଣୀ ପୌରାଞ୍ଚଳର ବିଭିନ୍ନ ୱାଡ଼ ବୁଲିଥିଲେ ସନ୍ତୋଷ। ଅପରାହ୍ନରେ ଖୋର୍ଦ୍ଧା ବ୍ଲକ କେରଙ୍ଗ…
ରାଜ୍ୟରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ
ବ୍ୟୁରୋ: ଆଜି ରାଜ୍ୟରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ୩୦୫ ପ୍ରାର୍ଥୀଙ୍କ ହେଉଛି ଭାଗ୍ୟ ପରୀକ୍ଷା। ସବୁଠି ଶୃଙ୍ଖଳାର ସହ ଭୋଟର ମାନେ ଆସି ତାଙ୍କର ମତଦାନ କରୁଛନ୍ତି। ପୋଲିସ ବିଭାଗ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।…
ମାଟ୍ରିକ ରେଜଲ୍ଟ ପ୍ରକାଶ ଦିନ ହିଁ ମିଳିବ ସାର୍ଟିଫିକେଟ
ବ୍ୟୁରୋ: ଆଉ ପୂର୍ବ ବର୍ଷ ଭଳି ମାଟ୍ରିକ ସାର୍ଟିଫିକେଟ ପାଇବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ କରିବାକୁ ପଡିବନି ଅପେକ୍ଷା। ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ଦିନ ହିଁ ଛାତ୍ରଛାତ୍ରୀ ମାନେ ପାଇପାରିବେ ତାଙ୍କ ସାର୍ଟିଫିକେଟ । ଘରେ ବସି…
ସରିଲା ପୂର୍ବ ଓଡ଼ିଶା ଧନୁଯାତ୍ରା ମହୋତ୍ସବ
ବ୍ୟୁରୋ: ଜଟଣୀ ପାତ୍ରପଡ଼ାସ୍ଥିତ ଧନୁଯାତ୍ରା ପଡ଼ିଆରେ ଗତ ୧୦ତାରିଖରୁ ଆରମ୍ଭ ହୋଇଥିବା ପୂର୍ବ ଓଡ଼ିଶା ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ସନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି। ମଦନମୋହନ ନାଟ୍ୟ କଳା ସଂସଦର କଳାକାରଙ୍କ ପକ୍ଷରୁ ଅନ୍ତିମ ଦିବସରେ କଂସ ବଦ୍ଧ ନାଟକ ପରିବେଷଣ ହୋଇଥିଲା।…
ସମ୍ଭାବନା ପରିବାର ପକ୍ଷରୁ ଚୁଡ଼ାଘଷା ଦିବସ ପାଳିତ
ବ୍ୟୁରୋ : ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ଜଟଣୀ ବିଷ୍ଣୁ ମନ୍ଦିର ପରିସରରେ ଚୁଡ଼ାଘଷା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଭୁ ଶ୍ରୀ ବିଷ୍ଣୁ ମନ୍ଦିର ସିଂହାସନରେ ବସିଥିବା ବେଳେ,…
ଉନ୍ମୋଚିତ ହେଲା ‘ମୋ ବୁଥ୍’ ଆପ୍
ବ୍ୟୁରୋ: ସିଇଓ ନିକୁଞ୍ଜ ବିହାରୀ ଧଳ ଆଜି ମୋ ବୁଥ୍ ଆପ୍ ଉନ୍ମୋଚିତ କରିଛନ୍ତି । ଏହି ଆପ୍ ଜରିଆରେ ଭୋଟର ମାନେ ନିଜ ନିଜର ବୁଥ୍ ବିଷୟରେ ଜାଣିପାରିବେ। ବିଶେଷକରି ଭୋଟରଙ୍କ ସୁବିଧା ପାଇଁ ଏହି ଆପ୍ ପ୍ରସ୍ତୁତ କରାଯାଇଛି।…
ଜଟଣୀରେ କଂଗ୍ରେସ ପ୍ରାର୍ଥୀଙ୍କ ବାଇକ୍ ରାଲି
ବ୍ୟୁରୋ: ଜଟଣୀ ନିର୍ବାଚନ ମଣ୍ଡଳୀ ଅଧିନ ଜଟଣୀ ବ୍ଲକର ୪ଟି ପଞ୍ଚାୟତରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥିଙ୍କ ବିଶାଳ ବାଇକ୍ ରାଲି ଅନୁଷ୍ଠିତ ହୋଇଥିଲା। ଜଟଣୀ ବ୍ଲକର ତିରିମଲ, ତରାବୋଇ, ବେଣାପଞ୍ଜୁରୀ ଓ ହରିପୁର ପଞ୍ଚାୟତରେ କଂଗ୍ରେସ ବିଧାୟକ…
ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରିବା ଘଟଣାରେ ଗିରଫ ହେଲେ ଶିବ ଶଙ୍କର ଦାସ
ବ୍ୟୁରୋ: ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସଙ୍କୁ ପୋଲିସ ଗିରଫ କରିଛି । ଗତକାଲି ଭୋଟ ଗ୍ରହଣ ସମୟରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଶିବ ଶଙ୍କର ଦାସ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା…
ମଳିପଡା ପଞ୍ଚାୟତରେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷଙ୍କ ପଦଯାତ୍ରା
ବ୍ୟୁରୋ: ଜଟଣୀ ନିର୍ବାଚନ ମଣ୍ଡଳୀ ଭୁବନେଶ୍ୱର ବ୍ଲକ ମଳିପଡା ପଞ୍ଚାୟତରେ କଂଗ୍ରେସ ବିଧାୟକ ପାର୍ଥି ସନ୍ତୋଷ ଜେନାଙ୍କ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରାରେ କଂଗ୍ରେସ ଦଳର ବିଧାୟକ ପାର୍ଥୀ ସନ୍ତୋଷ ଜେନା ଯୋଗଦେଇ ଚାଷୀ ମାନଙ୍କ ପାଇଁ ଜଳ…
ସ୍ଵଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଜଟଣୀରେ ଫ୍ଲାଗମାର୍ଚ୍ଚ
ବ୍ୟୁରୋ: ଭୁବନେଶ୍ୱର ଲୋକସଭା ଓ ଜଟଣୀ ବିଧାନସଭା ନିର୍ବାଚନ ଚଳିତ ମାସ ୨୫ ତାରିଖରେ ଅନୁଷ୍ଠିତ ହେବ। ନିର୍ବାଚନ କିପରି ସୁରୁଖୁରୁରେ ଅନୁଷ୍ଠିତ ହେବ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଛି। ଜନସାଧାରଣ ବିନା ବାଧାରେ କିପରି ନିଜର ମତଦାନ…
