Tag: odisha

ଭୁବନେଶ୍ୱରରେ ‘ଭିଏଫଏସ ଗ୍ଲୋବାଲ’ ଭିସା ଆବେଦନ କେନ୍ଦ୍ର

ବ୍ୟୁରୋ, ୧/୪: ଓଡ଼ିଶାବାସୀଙ୍କ ପାଇଁ ଆସିଲା ଖୁସୀ ଖବର। ବିଦେଶ ଯାତ୍ରା ପାଇଁ ଆଉ ଭିସା ଆବେଦନ କରିବାକୁ ଯିବାକୁ ପଡିବିନି ଦିଲ୍ଲୀ କିମ୍ବା କୋଲକାତା ଭଳି ବାହାର ସହରକୁ। ଆଜି ଓଡିଶା ଦିବସରେ ଭୁବନେଶ୍ୱରସ୍ଥିତ ବାବାସାହେବ ଭୀମରାଓ ଆମ୍ବେଦକର ବସ୍…

ଇନ୍ଦ୍ରଧନୁ ଥିଏଟର ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ ପାଳିତ

ଜଟଣୀ, ୨୭/୩: ଇନ୍ଦ୍ରଧନୁ ଥିଏଟର ପକ୍ଷରୁ ଆଜି ବିଶ୍ଵ ନାଟ୍ୟ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନ ର କଳାକାର ମାନଙ୍କୁ ନେଇ ଏକ ସାଂସ୍କୃତିକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ୲ ଇନ୍ଦ୍ରଧନୁ ଥିଏଟର ପ୍ରାଙ୍ଗଣରେରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପମାଲ୍ୟ ଅର୍ପଣ…

 ମା’ ଜାଗୁଳାଇଙ୍କ ପୀଠରେ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ପୂଜା ଆରମ୍ଭ। ଶୈଳପୁତ୍ରୀ ବେଶରେ ମା’ ଜାଗୁଳେଇ

ଜଟଣୀ, ୧୯/୩: ଜଟଣୀ ପୌରାଞ୍ଚଳ ଅଧିନ କୁଦିଆରି ମା’ ଜାଗୁଳାଇଙ୍କ ପୀଠରେ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆଜି ଠାରୁ ଆରମ୍ଭ ହୋଇଛି । ଆଜି ସକାଳୁ ବ୍ରତଧାରୀ ମହିଳା ଓ ପୁରୁଷ ମାନେ ନୂତନ ଵସ୍ତ୍ର ପରିଧାନ କରି…

ସାମ୍ୱାଦିକ ସଂଘର ବିରୋଧ ପରେ, ପୂର୍ବ ନିଷ୍ପତିକୁ ପ୍ରତ୍ୟାହାର କଲା ଜିଲ୍ଲା ପ୍ରଶାସନ

ଖୋର୍ଦ୍ଧା, ୧୮/୩: ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଙ୍ଘ (ଓ.ୟୁ.ଡବ୍ଲୁ.ଜେ) ଖୋର୍ଦ୍ଧା ଜିଲ୍ଲା ଶାଖା ସଭାପତି ପ୍ରକାଶ କୁମାର ହାତୀଙ୍କ କାର୍ଯ୍ୟଶୈଳୀ ଓ ସ୍ୱଚ୍ଛତା ଉପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଉଠାଇଥିବା ପ୍ରଶ୍ନକୁ ସଂଘ ତରଫରୁ ତୀବ୍ର ବିରୋଧ କରି ବୁଧବାର ଏକ…

ପରିବେଶ ସୁରକ୍ଷା ପାଇଁ ଏକାଠି ହେଲେ ସାମ୍ବାଦିକ

ଜଟଣୀ,୧୬/୩: ପରିବେଶ ସୁରକ୍ଷା ସହିତ ସୁସ୍ଥ ପରିବେଶ ସୃଷ୍ଟି କରିବା ଖାଲି ସରକାରଙ୍କ କାମ ନୁହଁ ଏହା ସମସ୍ତିଙ୍କର ଦାୟିତ୍ୱ। କିପରି ସମସ୍ତ ନାଗରିକ ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିବେ , ନିଜ ନିଜ ଗ୍ରାମରେ ଥିବା ଖାଲି ସ୍ଥାନରେ…

୨ ମାସ ଧରି ପୁରୀକୁ ଯିବନି କୌଣସି ଟ୍ରେନ୍‌

ବ୍ୟୁରୋ, ୭/୩: ୨ ମାସ ଧରି ପୁରୀକୁ ଯିବନି କୌଣସି ଟ୍ରେନ୍‌। ଯାତ୍ରୀ ସୁବିଧା ଏବଂ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ପୂର୍ବ ତଟ ରେଳପଥ ପୁରୀ ରେଳ ଷ୍ଟେସନରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉନ୍ନତିକରଣ…

ବାବା ଗ୍ରାମେଶ୍ଵର ଦେବଙ୍କ ଜମାଣ ଉତ୍ସବ

ଖୋର୍ଦ୍ଧା, ୭/୩: ଭୁବନେଶ୍ୱର ଉପକଣ୍ଠ ଜଟଣୀ ବ୍ଲକ୍ ଅଧିନ ମୁଣ୍ଡମୁହାଁଣ ଗ୍ରାମର ବାବା ଗ୍ରାମେଶ୍ଵର ଦେବଙ୍କ ଦୋଳ ଜମାଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରତି ବର୍ଷ ପରି ଏ ବର୍ଷ ବହୁ ଆଡମ୍ବର ପୂର୍ଣ୍ଣ ଭାବରେ ଜମାଣ ଯାତ୍ରା…

ଏକ୍ସପ୍ଲୋଜନ୍ମ ଏକ୍ସ ଜାମ୍ବୋରୀ ୨୦୨୬

ଏକ୍ସଆଇଏମ୍ ବିଶ୍ବବିଦ୍ୟାଳୟ ଭୁବନେଶ୍ବର କ୍ୟାମ୍ପସ ପରିସରରେ ବିଶ୍ବବିଦ୍ୟାଳୟ ସ୍ତରୀୟ ସାଂସ୍କୃତିକ ଉତ୍ସବ ଏକ୍ସପ୍ଲୋଜନ୍ମ ଏକ୍ସ ଜାମ୍ବୋରୀ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଭାରତର ପ୍ରମୁଖ କଲେଜ୍ ଓ ଶ୍ରେଷ୍ଠ ବି-ସ୍କୁଲ୍‌ମାନଙ୍କରୁ ୪,୫୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରାଯାଇଥିଲା ।…

ଜଙ୍ଗଲରୁ ଧରାପଡିଲେ ୬ ଲୁଟେରା

ଖୋର୍ଦ୍ଧା, ୫/୩: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ବଡ଼ ଧରଣର ଲୁଟ କରିବା ପାଇଁ ବିଳମ୍ବିତ ରାତ୍ରରେ ଯୋଜନା କରୁଥିବା ବେଳେ ଅତର୍କିତ ଭାବେ ଚଢ଼ାଉ କରି ଧରିଲା ୬ ଜଣ ଲୁଟେରାଙ୍କୁ ଧରିବାରେ ସଫଳ ହେଇଛି ଟାଙ୍ଗୀ ପୋଲିସ ।…

ଶ୍ରୀଶ୍ରୀ ବିଲ ବାଲୁଙ୍କେଶ୍ୱର ଦେବଙ୍କ ୨୫ତମ ବାର୍ଷିକ ଉତ୍ସବ

ଖୋର୍ଦ୍ଧା,୨/୩: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ସଦରମହକୁମାରେ ଅବସ୍ଥିତ ପ୍ରସିଦ୍ଧ ଶୈବ ପୀଠ ଶ୍ରୀଶ୍ରୀ ବିଲ ବାଲୁଙ୍କେଶ୍ୱର ଦେବଙ୍କ ୨୫ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଆଜକୁ ଦୀର୍ଘ ୨୫ ବର୍ଷ ଧରି ନୀରବିଛ୍ଛିନ୍ନ ଭାବରେ ଶ୍ରୀଶ୍ରୀ ବିଲ ବାଲୁଙ୍କେଶ୍ୱର…