ଆମେ କେବେ ନିଜକୁ ଦୁର୍ବଳ ଭାବିବା ନାହିଁ
ଜଟଣୀ,୦୬/୦୧ : ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ୪୦ତମ ବର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇ କହିଥିଲେ…
ଜଟଣୀ,୦୬/୦୧ : ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ୪୦ତମ ବର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇ କହିଥିଲେ…
ବ୍ୟୁରୋ, ୦୪/୦୧: କଟକ CRRI ଥାନା ଇନ୍ସପେକ୍ଟର ବିଜୟ କୁମାର ବାରିକ ଜଣେ ଲାଇସେନ୍ସପ୍ରାପ୍ତ ମଦ ବିକ୍ରେତାଙ୍କ ଠାରୁ ବ୍ୟବସାୟକୁ ସୁଗମ କରିବା ପାଇଁ ୪୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡି ବସିଲା ଭିଜିଲାନ୍ସ ଟିମ୍। ତଦନ୍ତ ଓ ତଲାସୀ…
ଜଟଣୀ, ୧/୧: ଖୋର୍ଦ୍ଧା ଜିଲ୍ଲା ଜଟଣୀ ସ୍ଥିତ ସୋସାଇଟ ଫର୍ ଚିଲ୍ଡରେନ ସୋଚ୍ ଅନୁଷ୍ଠାନର ତ୍ରୟୋଦଶ ବାର୍ଷିକ ମହୋତ୍ସବ ବୁଧବାର ରେ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠାନ ର ମୁଖ୍ୟ ମନୋଜ କୁମାର ସ୍ବାଇଁଙ୍କ ସଭାପତିତ୍ୱ ରେ ଉତ୍ସବ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ…
ଜଟଣୀ,୨୭/୧୨: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଭୁବନେଶ୍ବରର ସ୍କୁଲ ଅଫ୍ ହ୍ୟୁମାନିଟିର୍, ସୋସିଆଲ ସାଇନ୍ସେସ୍ ଏବଂ ମ୍ୟାନେଜମେଣ୍ଟ (ଏସଏଚଏସଏସଏମ), ଭକ୍ତିବେଦାନ୍ତ ଇନଷ୍ଟିଚ୍ୟୁଟ୍, ଭୁବନେଶ୍ବରର ଫାଉଣ୍ଡେସନ୍ ଅଫ୍ ସାଇନ୍ସ ଆଣ୍ଡ କନସିଅସ ସେଣ୍ଟରର ସହଯୋଗରେ ଆଜି ଆନ୍ତର୍ଜାତୀୟ ଚିନ୍ତା ଧାରା, ଧାରଣା ଏବଂ…
ଜଟଣୀ, ୨୩/୧୨: ଜଟଣୀ ରେଲୱେ ସ୍କୁଲ ପୁରାତନ ଛାତ୍ର ସଂଗଠନ(ରୋଜା)ର ଅଷ୍ଟାଦଶତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ରୋଜାର ସଭାପତି ଡାକ୍ତର ପ୍ରସନ୍ନ କୁମାର ମହାନ୍ତି କାର୍ଯ୍ୟକ୍ରମ କୁ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ…
ଜଟଣୀ, ୨୦/୧୨: ଜଟଣୀ ଷଣ୍ଢପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ଯକ୍ଷା ଜ୍ୟୋସ୍ନା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇଥିବା…
ଜଟଣୀ, ୦୭/୧୨ : ଜଟଣୀ ଟାଉନହଲ (ସ୍ରଷ୍ଟା) ପରିସରରେ ଆଜିଠୁ ଆରମ୍ଭ ହେଲା ତ୍ରୟୋବିଂଶତିତମ ଜଟଣୀ ପୁସ୍ତକ ମେଳା । ପୁସ୍ତକ ମେଳା କମିଟିର କାର୍ଯ୍ୟକାରୀ ସଭାପତି ଜବାହରଲାଲ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ, ଉଦଘାଟକ ଭାବେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର…
ଜଟଣୀ, ୧୮/୧୧: ଜଟଣୀ ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନରୁ ଦୁଇ ଜଣ ମହିଳା ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି ଖୋର୍ଦ୍ଧାରୋଡ୍ ଜିଆରପି। ଦୁଇ ମହିଳା ଗଞ୍ଜେଇ ବେପାରୀ ହେଲେ ଉତ୍ତରପ୍ରଦେଶ ଲକ୍ଷ୍ନୋ ଜିଲ୍ଲା ତଲକୋଟରା ଥାନା ଅଞ୍ଚଳର ସୁମନ (୩୧) ଓ…
ଜଟଣୀ,୧୭/୧୧: ଡିସେମ୍ବର ୭ ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ୨୩ତମ ଜଟଣୀ ପୁସ୍ତକ ମେଳା। ସେଥିପାଇଁ ରବିବାର ସନ୍ଧ୍ୟାରେ କାର୍ଯ୍ୟକାରୀ ସଭାପତି ଶ୍ରୀ ଜବାହର ଲାଲ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଉତ୍ତରାୟଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଦ୍ଵିତୀୟ ପ୍ରସ୍ତୁତି ବୈଠକ…
ଖୋର୍ଦ୍ଧା, ୧୬/୧୧: ଟାଙ୍ଗୀ ସାମ୍ବାଦିକ ସଂଘ ପକ୍ଷରୁ ଆଜି ଜାତୀୟ ସାମ୍ବାଦିକତା ଦିବସ ପାଳିତ ହୋଇଯାଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ “ଟାଙ୍ଗୀ ସାମ୍ବାଦିକ ସଂଘ” ପକ୍ଷରୁ ଜାତୀୟ ସାମ୍ବାଦିକତା ଦିବସ ଟାଙ୍ଗୀ ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳା ପରିସରରେ ପାଳିତ…