Month: April 2026

ବରିଷ୍ଠ ଇଂରାଜୀ ଶିକ୍ଷକ ସନ୍ତୋଷ କୁମାର ମିଶ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଜଟଣୀ,୩୦/୪: ଜଟଣୀ ପୌରପରିଷଦ ଅଧିନ ରେତଙ୍ଗ କଲୋନୀ ଏନ.ଡ଼ି.ଆର.ସି. ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଇଂରାଜୀ ସହକାରୀ ଶିକ୍ଷକ ସନ୍ତୋଷ କୁମାର ମିଶ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ପ୍ରଧାନ ଶିକ୍ଷୟିତ୍ରୀ ସ୍ନିଗ୍ଧା ସ୍ବାଇଁଙ୍କ ନେତୃତ୍ୱରେ ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି…

ଉତ୍କଳ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ସାମ୍ବାଦିକ ସୁରକ୍ଷା ପାଇଁ ଦାବିପତ୍ର ପ୍ରଦାନ

ଖୋର୍ଦ୍ଧା, ୨୯/୪: ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ପେନସନ ପ୍ରଦାନ,ସ୍ୱାସ୍ଥ୍ୟ ବୀମା ଯୋଜନା ରେ ସମ୍ପ୍ରସାରଣ,ବ୍ୟାପକ ଅଧି ସ୍ୱୀକୃତି ପ୍ରଦାନ,ଓଡ଼ିଶାପ୍ରେସ ଏକାଡେମୀ ଗଠନ ଓ ମୃତ୍ୟୁ ଅନୁକମ୍ପା ରାଶି ଦଶ ଲକ୍ଷ ଟଙ୍କା ବୃଦ୍ଧି ଦାବିରେ ଆଜି ଉତ୍କଳ ସାମ୍ବାଦିକ ସଂଘ,…

ଜଟଣୀ ବାର୍ ଆସୋସିଏଶନ୍ ପକ୍ଷରୁ ଓକିଲ ଦିବସ ପାଳିତ

ଜଟଣୀ, ୨୮/୪: ଜଟଣୀ ବାର୍ ଆସୋସିଏଶନ୍ ପକ୍ଷରୁ ଜଟଣୀ ଦେୱାନୀ ତଥା କନିଷ୍ଠ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଏବଂ ଓକିଲ ଦିବସ ପାଳିତ ହୋଇଯାଇଛି। ସଂଘ ର ସଭାପତି ଜ୍ଞାନେନ୍ଦ୍ର…

ଅଧିବକ୍ତା ପରିବାର ଜଟଣୀ ପକ୍ଷରୁ ଓକିଲ ଦିବସ ପାଳିତ

ଜଟଣୀ, ୨୮/୪: ଅଧିବକ୍ତା ପରିବାର ଜଟଣୀ ପକ୍ଷରୁ ଶ୍ରୀ ବିଶ୍ୱନାଥ ମନ୍ଦିର ପରିସରରେ ମଧୁସୂଦନ ଦାସ ଜୟନ୍ତୀ ଏବଂ ଓକିଲ ଦିବସ ପାଳିତ ହୋଇଯାଇଛି। ଅଧିବକ୍ତା ପରିବାର ଜଟଣୀର ଆବାହକ ଆଇନଜୀବୀ ରଶ୍ମିରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…

ଗୋ ସମ୍ମାନ ଆହ୍ବାନ ଅଭିଯାନ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ଯରେ ଦାବିପତ୍ର

ଜଟଣୀ, ୨୭/୪: ହିନ୍ଦୁ ସଂସ୍କୃତିର ଆରାଧ୍ୟା ଗୋମାତାଙ୍କୁ ରାଷ୍ଟ୍ରୀୟ ସ୍ତରରେ ସମ୍ମାନ, ଗୋହତ୍ଯା ବନ୍ଦ କରିବା ଦାବିରେ ଆଜି ସର୍ବ ଭାରତୀୟ ସ୍ତରରେ ସାଧୁସନ୍ଥ ମାନଙ୍କ ଡାକରା ଗୋ ସମ୍ମାନ ଅଭିଯାନ ଆୟୋଜନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଶତାଧିକ ଗୋ…

ଅଭିଯୁକ୍ତକୁ ଗିରଫ ଦାବି କଲା ସାମ୍ବାଦିକ ସଂଘ

ଖୋର୍ଦ୍ଧା, ୨୨ା୪ : ଖବର ପରିବେଷଣକୁ କେନ୍ଦ୍ରକରି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ପଦ୍ମନାଭ ବିଶ୍ୱାଳଙ୍କ ଘରେ ପଶି ଆକ୍ରମଣ କରିବା, ଗାଳିମନ୍ଦ କରିବା ଓ ହତ୍ୟାଧମକ ଦେବା ଘଟଣାକୁ ପ୍ରତିବାଦ କରି, ଆଜି ଶତାଧିକ ସାମ୍ବାଦିକ ଏସପିଙ୍କୁ…

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୪୯ ଯୋଡ଼ିଙ୍କ ସାମୁହିକ ବାହାଘର 

ଖୋର୍ଦ୍ଧା,୨୨/୪ : ରାଜ୍ୟ ସରକାରଙ୍କର ଯୁଗାନ୍ତକାରୀ ଆର୍ଥିକ ଅନଗ୍ରସର ପରିବାରର ଝିଅ ମାନଙ୍କ ବାହାଘର ପାଇଁ ମୁଖ୍ୟ ମନ୍ତ୍ରୀ କନ୍ୟା ଯୋଜନାରେ ଜିଲ୍ଲା ପ୍ରଶାସନ ଏବଂ ପିପୁଲସ ଫୋରମ୍ ସ୍ବେଛାସେବୀ ଅନୁଷ୍ଠାନ ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଖୋର୍ଦ୍ଧାର ଆରାଧ୍ୟ ଦେବୀ ପୀଠ…

ଟାଙ୍ଗୀ ଅଞ୍ଚଳ ପାଇଁ ଗୌରବ ଆଣିଲେ ରିୟାଂସ

ଖୋର୍ଦ୍ଧା, ୧୯/୪: ଖୋରଧା ଜିଲ୍ଲା ଟାଙ୍ଗୀ ତଳସାହି ଅଞ୍ଚଳର ରଙ୍କନାଥ ଦାସଙ୍କ ନାତି ତଥା ରଞ୍ଜନ କୁମାର ଦାସ ଓ ସ୍ଵାଗତିକା ପରିଡାଙ୍କ ପୁତ୍ର ରିୟାଂସ ଦାସ ସଦ୍ୟ ପ୍ରକାଶିତ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ…

ବି.ଜେ.ବି. ଉଚ୍ଚ ବିଦ୍ୟାଳୟ ରେ ଅଗ୍ନିଶମ ସପ୍ତାହ ପାଳିତ

ଖୋର୍ଦ୍ଧା,୧୭/୪: ବି.ଜେ.ବି. ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ଅଗ୍ନିଶମ ସପ୍ତାହ ପାଳିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନଶିକ୍ଷକ ବିଭୁ ପ୍ରସାଦ ସେନାପତି ଅଗ୍ନି ସେବା ସପ୍ତାହ ପାଳନ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଅଗ୍ନିଶମ ବାହିନୀର ଅଧିକାରୀ…