ପଟିଆରେ ଖୋଲିଲା ମେଟ୍ରୋର ନୂତନ ସୋ ରୁମ୍
ଭୁବନେଶ୍ବର, ୮/୧୧ : ଭୁବନେଶ୍ଵରସ୍ଥିତ ପଟିଆ ଠାରେ ମେଟ୍ରୋର ୯୦୦ ସ୍କୋୟାର ଫୁଟ ବିଶିଷ୍ଟ ତୃତୀୟ ସୋ ରୁମ୍ ଉଦ୍ଘାଟିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ଵର ମେୟର ସୁଲୋଚନା ଦାସ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ…
ଭୁବନେଶ୍ବର, ୮/୧୧ : ଭୁବନେଶ୍ଵରସ୍ଥିତ ପଟିଆ ଠାରେ ମେଟ୍ରୋର ୯୦୦ ସ୍କୋୟାର ଫୁଟ ବିଶିଷ୍ଟ ତୃତୀୟ ସୋ ରୁମ୍ ଉଦ୍ଘାଟିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ଵର ମେୟର ସୁଲୋଚନା ଦାସ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ…
ବ୍ୟୁରୋ,୪/୧୧: ଅକ୍ଟୋବର ୩୧ ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି କଟକ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ରାଜ୍ୟ ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଖୋର୍ଦ୍ଧା ଜିଲ୍ଲା କୁ ମିଳିଛି ବଡ଼ ସଫଳତା। ଏହି ପ୍ରତିଯୋଗିତାରେ…
ଜଟଣୀ,୩୧/୧୦: ଜଟଣୀ ରାମଚନ୍ଦ୍ରପୁର ସ୍ଥିତ ଶ୍ରୀଜଗନ୍ନାଥ ପୁରୀ ଗୋଶାଳାରେ ମହାସମାରୋହରେ ଗୋଷ୍ଟାଷ୍ଟମୀ ପାଳନ କରାଯାଇଥିଲା। ସକାଳୁ ମହିଳା ମାନେ ଗୋଶାଳା ରେ ଥିବା ଗୋ ମାତା ମାନଙ୍କୁ ସିନ୍ଦୁର, ଚନ୍ଦନ, ଫୁଲ, ନୂତନ ବସ୍ତ୍ର ଦେଇ ପୂଜା କରିବା ପରେ ୫୬…
ଭୁବନେଶ୍ୱର, ୨୯/୧୦: ମାଷ୍ଟରକ୍ଯାଣ୍ଟିନସ୍ଥିତ ରେଳ ଷ୍ଟେସନ ସଂପ୍ରସାରଣ ଲାଗି ଜବରଦଖଲ ଉଚ୍ଛେଦ କରାଯାଇଛି । ରେଳ ଷ୍ଟେସନର ପୁନଃନବୀକରଣରେ ବାଧା ସୃଷ୍ଟି କରିଥିଲା ବେଆଇନ ଅବରୋଧ । ରେଳ ଷ୍ଟେସନ ରୁ ପିକ୍ଅପ ଓ ଡ୍ରପ ଲାଗି ରାସ୍ତା ଏବଂ ଯାତ୍ରୀଙ୍କ…
ବ୍ୟୁରୋ, ୨୮/୧୦: ନୂଆପଡା ଉପନିର୍ବାଚନ ମାହୋଲ ସରଗରମ ହୋଇଥିବା ବେଳେ ଆଜି ବିଜେପିର ପୂର୍ବତନ ସଭାପତି ତଥା ନୂଆପଡାର ପୂର୍ବତନ ବିଧାୟକ ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା, ସରପଞ୍ଚ ସଙ୍ଘର ସାଧାରଣ ସମ୍ପାଦକ ତଥା ପୂର୍ବତନ ଜିଲ୍ଲା ଉପ ସଭାପତି…
ଜଟଣୀ, ୨୩/୧୦: ପ୍ରତିବର୍ଷ ପରି ଚଳିତ ବର୍ଷ ଜଟଣୀ ରାମଚନ୍ଦ୍ରପୁର ସ୍ଥିତ ଗୋପୀନାଥ ମନ୍ଦିର ଏବଂ ହାଟବଜାରର ରଘୁନାଥଜୀ ମନ୍ଦିରରେ ଅନ୍ନକୁଟ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଦୀର୍ଘ ୯୫ ବର୍ଷ ଧରି ଜଟଣୀ ଗୋପୀନାଥ ମନ୍ଦିରରେ ଏହି ଉତ୍ସବ…
ଜଟଣୀ, ୨୦/୧୦: ଜଟଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପୂର୍ବ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବିଦ୍ୟାଳୟରେ ୧୯୯୫ ମସିହା ଠାରୁ ୨୦୨୫ ଶିକ୍ଷା ବର୍ଷ ଶିକ୍ଷା ଗ୍ରହଣ କରିଥିବା ୩୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ…
ଜଟଣୀ, ୧୯/୧୦ : ଜଟଣୀ ବ୍ଲକ ଅଧିନ ବଡ଼ତୋଟା ଗ୍ରାମର ଶ୍ରୀ ଶ୍ରୀ ମୁକ୍ତେଶ୍ୱର ଦେବଙ୍କ ପୀଠରେ ଶନିବାର କ୍ଷୀରସାଇ ମହାରୁଦ୍ରାଭିଷେକ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ସକାଳ ସମୟରେ ମହାରୁଦ୍ରାଭିଷେକ ପୂଜା ଆରମ୍ଭ ହୋଇଥିଲା। ଏହି ଅବସରରେ ଭଜନ ପରିବେଷଣ କରାଯାଇଥିଲା।…
ବ୍ୟୁରୋ,୧୧/୧୦: ସବୁ କଳ୍ପନା ଜଳ୍ପନା ର ହେଲା ଅନ୍ତ। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ସଭାପତି ମନମୋହନ ସାମଲ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ,…
ଜଟଣୀ, ୧୦/୧୦: ଜଟଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ ତମ ଜୟନ୍ତୀ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନବୀନ କୁମାର ସେନାପତି ନିଜ ବକ୍ତବ୍ୟରେ ଗୋପବନ୍ଧୁ ଦାସ କିପରି ଲୋକମାନଙ୍କ ସେବା କରୁଥିଲେ…