ଶ୍ରୀ ଜଗନ୍ନାଥ ମନ୍ଦିରର ୫ମ ବାର୍ଷିକ ଉତ୍ସବ
ଜଟଣୀ, ୦୧/୧୨: ଜଟଣୀ ଚିନ୍ମୟ ମିଶନ ଶାଖା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ୫ମ ବାର୍ଷିକ ଉତ୍ସବ ସ୍ବାମୀ ଈଶାନନ୍ଦ ସରସ୍ଵତୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଭବାନିପାଟଣା ଚିନ୍ମୟ ମିଶନର ସ୍ବାମୀ ଚନ୍ଦ୍ରଶେଖର ସରସ୍ୱତୀଙ୍କ ଦ୍ୱାରା ଶ୍ରୀ ମଦ୍ ଭଗବତ୍ ଗୀତା…
