ଉଇଲ କିଶନ ନଗରରେ ପାଳିତ ହେଲା ମହାପ୍ରଭୁଙ୍କ ରଥଯାତ୍ରା
ଖୋର୍ଦ୍ଧା,୧୬/୭: ଖୋର୍ଦ୍ଧା ଗୁରୁଜଙ୍ଗ ନିକଟସ୍ଥ ଉଇଲ କିଶନ ନଗର ଗ୍ରାମରେ ପାଳିତ ହୋଇଛି ପବିତ୍ର ରଥଯାତ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦିବ୍ୟ ଦର୍ଶନ ପାଇବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଶ୍ରୀଶ୍ରୀ ଚନ୍ଦ୍ର…













