Tag: kalingatoday

ସମର୍ଥକଙ୍କୁ ଧରି ଘର ବାହୁଡିବେ ସନ୍ତୋଷ ଜେନା

ବ୍ୟୁରୋ: ବରିଷ୍ଠ ନେତା ସନ୍ତୋଷ ଜେନା ଆସନ୍ତା ୩୦ ତାରିଖରେ ଦଶ ହଜାରରୁ ଉର୍ଦ୍ଧ ସମର୍ଥକଙ୍କୁ ଧରି, ପୁଣି ପଦ୍ମ ଧରିବେ ବୋଲି ଵିଶେଷ ସୂତ୍ରରୁ ଖବର ମିଳିଛି। ସନ୍ତୋଷ ଦୀର୍ଘ ୪୦ ବର୍ଷ ଧରି ବିଜେପି ଦଳର ସକ୍ରିୟ କର୍ମୀ…

ବିଜେଡିରେ ଯୋଗ ଦେଲେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ

ବ୍ୟୁରୋ: ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ କେଉଁ ଦଳରେ ମିଶିବେ, ତାକୁ ନେଇ ଜଟଣୀ ନିର୍ବାଚନ ମଣ୍ଡଳୀର ସବୁଠି ଚାଲିଥିଲା ଚର୍ଚ୍ଚା। ଯାହାର ଆଜି ପୂର୍ଣ୍ଣଛେଦ ଘଟିଛି। ବରିଷ୍ଠ କଂଗ୍ରେସ ନେତା ତଥା ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ…

ଓଡିଶା ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ବ୍ୟୁରୋ: ଓଡିଶା ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ବରଗଡ ଆସନ ପାଇଁ ପ୍ରଦୀପ ପୁରୋହିତଙ୍କ ନାମ ହୋଇଥିବା ବେଳେ, ସୁନ୍ଦରଗଡ ପାଇଁ ଜୁଏଲ ଓରାମ, ସମ୍ବଲପୁର ପାଇଁ ଧର୍ମେନ୍ଦ୍ର ପ୍ରଧାନ, କେଉଁଝର ପାଇଁ ଅନନ୍ତ ନାୟକ,…

ଚତୁର୍ଥ ଦିନରେ ଭାଙ୍ଗିଲା ଆମରଣ ଅନଶନ

ବ୍ୟୁରୋ: ରାଜସୁନାଖଳା କୁ ଏନଏ ସି ମାନ୍ୟତା ଦାବିରେ ଚାଲିଥିବା ଆମରଣ ଅନଶନ ଚତୁର୍ଥ ଦିନରେ ଭଙ୍ଗ ହୋଇଛି । ଅନଶନ ସ୍ଥଳରେ ଦିନ ତମାମ ଲାଗିଥିଲା ନେତାଙ୍କ ଭିଡ଼ । ପହଞ୍ଚିଥିଲେ ବିଭିନ୍ନ ଦଳର ଅନେକ ନେତା । ଗୁରୁବାର…

ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବ୍ଲକ କନିଷ୍ଠ ଯନ୍ତ୍ରୀ

ବ୍ୟୁରୋ: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବ୍ଲକ କନିଷ୍ଠ ଯନ୍ତ୍ରୀ। ଲାଞ୍ଚ ନେଉଥିବା ସମୟରେ ମାଡ଼ିବସିଲା ଭିଜିଲାନ୍ସ ଟିମ । ଆଜି ଅପରାହ୍ନ ସମୟରେ ଖୋର୍ଦ୍ଧା ବ୍ଲକର କନିଷ୍ଠ ଯନ୍ତ୍ରୀ ସଂଗୀତା ମହାପାତ୍ର ଲାଞ୍ଚ ନେଉଥିବା ସମୟରେ ଧରିଛି ଭିଜିଲାନ୍ସ । ସଂଗୀତା…

ସମ୍ଭାବନା ପରିବାର ପକ୍ଷରୁ ବିଶ୍ଵ ଘରଚଟିଆ ଚଢ଼େଇ ଦିବସ ପାଳିତ

ବ୍ୟୁରୋ: ଜଟଣୀ ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ବିଶ୍ଵ ଘରଚଟିଆ ଚଢ଼େଇ ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ହରିରାଜପୁର ଅନ୍ତର୍ଗତ ବିକାଶ ପରିଷଦ ଶିଶୁ ମନ୍ଦିର ବିଦ୍ୟାଳୟରେ ବିଲୁପ୍ତ ପ୍ରାୟ ପକ୍ଷୀର ସୁରକ୍ଷା ଓ…

ଶ୍ରୀ ଗୁରୁକୂଳ ଆଶ୍ରମ ଗୋଲକ ଧାମ ମଠରେ ସପ୍ତଦଶ ବାର୍ଷିକ ମହୋତ୍ସବ

ବ୍ୟୁରୋ: ଜଟଣୀ ପୌର ପରିଷଦ ୮ନମ୍ବର ୱାର୍ଡ ଅଧିନ ଶ୍ରୀଜଗନ୍ନାଥ ବିଜୁ ଆଦର୍ଶ କଲୋନୀରେ, ଶ୍ରୀ ଗୁରୁକୂଳ ଆଶ୍ରମ,ଗୋଲକ ଧାମ ମଠର ସପ୍ତଦଶ ବାର୍ଷିକ ମହୋତ୍ସବ ପାଳିତ ହୋଇଯାଇଛି। ଗୋଲକ ଧାମ ମଠର ମହନ୍ତ କିଶନ ଦାସଜୀ ମହାରାଜଙ୍କ ତତ୍ୱବଧାନରେ ଗତ…

ରାଜସୁନାଖଳା କୁ ଏନଏସି ଦାବିରେ ଆମରଣ ଅନଶନ

ବ୍ୟୁରୋ: ରାଜସୁନାଖଳା କୁ ଏନଏସି ମାନ୍ୟତା ଦାବିରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଆମରଣ ଅନଶନରେ ବସିଛନ୍ତି ଯୁବସମାଜସେବୀ ତଥା ସାମ୍ବାଦିକ ଆର୍ତତ୍ରାଣ ପ୍ରଧାନ । ମଙ୍ଗଳବାର ଠାରୁ ସେ ସ୍ଥାନୀୟ ସିଟିସ୍କୁଲ ପଡିଆ ଠାରେ ଆମରଣ ଅନଶନ ଆରମ୍ଭ କରିଛନ୍ତି…

ଚାରିଅଟ ପବ୍ଲିକ ସ୍କୁଲର ସପ୍ତମ ବାର୍ଷିକ ଉତ୍ସବ ଉଦଯାପିତ

ବ୍ୟୁରୋ: ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ପରିଷଦ ଅଧିନ ହାଟସାହି ନିକଟ, ଚାରିଅଟ ପବ୍ଲିକ ସ୍କୁଲର ସପ୍ତମ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି । ରବିବାର ବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବ ଉଦଘାଟନ ହୋଇଥିଲା। ଏହି କାର୍ଯ୍ୟକ୍ରମ ପ୍ରଥମ, ଦ୍ଵିତୀୟ, ତୃତୀୟ…

ଯୁବକ ମାନେ ହେଉଛନ୍ତି ଦେଶର ଭବିଷ୍ୟତ

ବ୍ୟୁରୋ: ସାମାଜିକ ଅନୁଷ୍ଠାନ କର୍ମ ମନ୍ଦିର ପକ୍ଷରୁ ଜଟଣୀ ରେଲୱେ ଇନଷ୍ଟିଚ୍ୟୁଟରେ ଯୁବ ଉତ୍ସବ -୨୦୨୪ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ ରେଳ ମଣ୍ଡଳର ମଣ୍ଡଳ ପ୍ରବନ୍ଧକ ଏସ. ଏଚ. ବାଜୱା…