Tag: kalingatoday

ମା’ ଜାଗୁଳେଇଙ୍କ ପୀଠରେ ଆରମ୍ଭ ହେଲା ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ

ବ୍ୟୁରୋ: ଜଟଣୀ ପୌର ପରିଷଦ ଅଧିନ କୁଦିଆରି ର ଗ୍ରାମଦେବୀ ମା’ ଜାଗୁଳାଇଙ୍କ ପୀଠରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ। ମଙ୍ଗଳବାର ସକାଳୁ ମାନସିକ ବ୍ରତଧାରୀ ମହିଳା ଓ ପୁରୁଷ ମାନେ ନୂତନ ଵସ୍ତ୍ର…

ସରିଲା କୁଦିଆରି ଦଶଦୋଳ ମେଳଣ

ବ୍ୟୁରୋ: ସରିଲା କୁଦିଆରି ଦଶଦୋଳ ମେଳଣ। ଗତ ୪ତାରିଖରୁ ଆରମ୍ଭ ହୋଇଥିବା ଏହି ଦଶଦୋଳ ମେଲଣ ରବିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଶେଷ ଦିବସରେ ଗୋଧୂଳି ବେଳାରେ ସମସ୍ତ ଠାକୁରଙ୍କ ନିକଟରେ ଭୋଗ ଆଟିକା ଲାଗି ହେବା ପରେ ହରିବୋଲ ହୁଳହୁଳି,…

ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ଅନ୍ତଃସତ୍ୱା କରିବା ଘଟଣାରେ ଯୁବକ ଗିରଫ

ବ୍ୟୁରୋ: ଜଣେ ଯୁବତୀଙ୍କୁ ବିବାହ କରିବାର ପ୍ରତିଶୃତି ଦେଇ, ଯୁବତୀଙ୍କୁ ନେଇ ଭଡା ଘରେ ରଖି ତାଙ୍କୁ ଦୁଇ ମାସ ଅନ୍ତଃସତ୍ୱା କରିବା ପରେ, ଯୁବତୀଙ୍କୁ ପ୍ରତାରଣା କରିବା ଘଟଣାର ଜଟଣୀ ପୋଲିସ ତଦନ୍ତ କରି ଯୁବକଙ୍କୁ ଗିରଫ କରିବା ସହ…

ବାବା ବୋଖାରୀଙ୍କ ଉର୍ସ ଉତ୍ସବ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଅଧିନ କାଇପଦର ସ୍ଥିତ ବାବା ବୋଖାରୀଙ୍କ ଉର୍ସ ଉତ୍ସବ ମହାସମାରୋହରେ ପାଳନ ହେଉଛି। ଏହି ଉତ୍ସବରେ ଯୋଗଦେବାପାଇଁ ଦେଶ ବିଦେଶରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ଏହି ଉତ୍ସବ ଦୁଇ ଦିନ ପାଳିତ ହୋଇଥାଏ। ବାବାଙ୍କୁ ଦର୍ଶନ କଲେ…

କୃତି ଛାତ୍ରଛାତ୍ରୀ ମାନଙ୍କୁ ବାର୍ଷିକ ପୁରସ୍କାର ବିତରଣ

ବ୍ୟୁରୋ: ରଣପୁର ବ୍ଲକ ଅନ୍ତର୍ଗତ ଗଡ଼ ବାଣିକିଲୋ ପଞ୍ଚାୟତ ଗିରିଧରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଆଞ୍ଚଳିକ ମଧ୍ୟ ଇଂରାଜୀ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିବରଣ ଉତ୍ସବ ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା…

ଆମ ଗାଁ ଆମ ସାହିତ୍ୟ କୁ ନେଇ ଆଲୋଚନା

ବ୍ୟୁରୋ: ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚଦୋଳ ମେଳଣ ପଡିଆ, ପିତାପାଣିଆ ମଞ୍ଚରେ ପଶ୍ଚିମାଶମ୍ଭୁ ଯୁବ ସଙ୍ଗଠନ ଓ ସମ୍ବାଦ ସାହିତ୍ୟ ଘର ପିପିଲି ମିଳିତ ସହଯୋଗରେ ଆମ ଗାଁ ଆମ ସାହିତ୍ୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ…

କାଲି ଜମିବ କୁଦିଆରୀ ଦଶଦୋଳ ମେଲଣ

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୌର ପରିଷଦ ଅଧିନ କୁଦିଆରୀ ଗ୍ରାମର ପ୍ରଭୁ ଶ୍ରୀ ପତିତପାବନ ଦେବ ଓ ଶ୍ରୀ ଚନ୍ଦ୍ରଶେଖର ଦେବଙ୍କ ୪୨ତମ ଦଶଦୋଳ ମେଲଣ, ଏପ୍ରିଲ ୪ ତାରିଖରୁ ଆରମ୍ଭ ହୋଇ ୭ତାରିଖରେ ସରିବ। ଆସନ୍ତା କାଲି ଜମାଣ…

ନାଇଜରରେ ଉତ୍କଳ ଦିବସ ପାଳିତ

ବ୍ୟୁରୋ: ଜଟଣୀ ସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର) ପରିସରରେ ଉତ୍କଳ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ ନାଇଜରର ନିର୍ଦ୍ଦେଶକ ପ୍ରଫେସର ହିରେନ୍ଦ୍ର ନାଥ ଘୋଷ । ମୁଖ୍ୟ…

ଜଟଣୀ ରୁ ଜବତ ହେଲା ବେଆଇନ ବିସ୍ପୋରକ ସାମଗ୍ରୀ

ବ୍ୟୁରୋ: ଜଟଣୀ ସହରରୁ ବିପୁଳ ପରିମାଣର ବେଆଇନ ବିସ୍ପୋରକ ସାମଗ୍ରୀ ଜବତ କରିଛି ଜଟଣୀ ପୋଲିସ। ଏହା ସହ ବିସ୍ପୋରକ ବିକ୍ରେତାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଜଟଣୀ ବଡନୂଆଗାଁ ର ଉମାକାନ୍ତ ଶତପଥି…

ଆରମ୍ଭ ହେଲା ଦୁଇ ଦିନିଆ ବଜରଙ୍ଗୀ ସର୍କଲ ଲିଗ।

ବ୍ୟୁରୋ: ଜଟଣୀ ବ୍ଲକ ଅଧିନ ମୁଣ୍ଡଳ ମହାବୀର କ୍ରିକେଟ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି ୨ ଦିନିଆ ସର୍କଲ ଲିଗ । ମୁଣ୍ଡଳ ଗ୍ରାମର କ୍ରିକେଟ ଖେଳାଳୀ ମାନଙ୍କୁ ନେଇ ସର୍କଲ ଲିଗ ପାଇଁ, ୬ ଟି ଦଳ ପ୍ରସ୍ତୁତ କରାଯାଉଛି। ଏହି…