Advertisement

ବ୍ୟୁରୋ: ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ବିଧାନସଭା ଗୃହରୁ ବାହାରିବା ସମୟରେ ଗୃହକୁ ମୁଣ୍ଡିଆ ମାରି ଭାବବିହ୍ୱଳ ହୋଇପଡିଥିଲେ। ଆଉ କହିଥିଲେ ଏହା ହେଉଛି ମୋର ଶେଷ ବିଧାନସଭା। ମୁଁ ଆଗକୁ ଆଉ ନିର୍ବାଚନ ଲଢ଼ିବିନି ବୋଲି ନିଷ୍ପତି ନେଇଛି। ଆଗରୁ ଯେମିତି ଲୋକଙ୍କ ପାଇଁ କାମ କରୁଥିଲି ସେହିପରି କରିବି। ମୋ ସାନପୁଅ ଜଟଣୀରୁ ପ୍ରାର୍ଥୀ ହେବ, ଆଉ ବଡପୁଅ ନିମାପଡା ଆସନରୁ ପ୍ରାର୍ଥୀ ହେବେ ବୋଲି କହିଛନ୍ତି ସୁର ରାଉତରାୟ।

Advertisement

Leave a Reply

Your email address will not be published. Required fields are marked *