Advertisement

ବ୍ୟୁରୋ,୮/୭: ଓଡ଼ିଶା ରାଜସ୍ବ ଅମଲା ସଂଘର ନିଷ୍ପରିକ୍ରମେ ଖୋର୍ଦ୍ଧା ଜିଲାରେ କାର୍ଯ୍ୟରତ ରାଜସ୍ବ ଅମଲାମାନେ ୧୦ଦଫା ଦାବି ନେଇ ଖୋର୍ଦ୍ଧା ଜିଲା ସଭାପତି ମୃତ୍ୟୁଞ୍ଜୟ ସେନାପତି ସମ୍ପାଦକ ଅରୁଣ  କୁମାର ମୁଦୁଲିଙ୍କ ନେତୃତ୍ବରେ ଶତାଧିକ ଅମଲା କଳାବ୍ୟାଜ୍ ପରିଧାନ କରି ସୋମବାର ଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ୍ ପରିଧାନ କରି ପ୍ରତିବାଦ ଜଣାଇବେ । ଯଦି ସରକାର  ଦାବି ପୂରଣ ପାଇଁ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆସନ୍ତା ୧୪ ତାରିଖରୁ ସଂଘ ନିଷ୍ପତ୍ତି କ୍ରମେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବୁ ବୋଲି ଜିଲ୍ଲା ସଭାପତି ମୃତ୍ୟୁଞ୍ଜୟ ସେନାପତି ପ୍ରେସ ବାର୍ତ୍ତାରେ ସୂଚନା ଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *