Advertisement

ଜଟଣୀ, ୧୯/୧୦ : ଜଟଣୀ ବ୍ଲକ ଅଧିନ ବଡ଼ତୋଟା ଗ୍ରାମର ଶ୍ରୀ ଶ୍ରୀ ମୁକ୍ତେଶ୍ୱର ଦେବଙ୍କ ପୀଠରେ ଶନିବାର କ୍ଷୀରସାଇ ମହାରୁଦ୍ରାଭିଷେକ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ସକାଳ ସମୟରେ ମହାରୁଦ୍ରାଭିଷେକ ପୂଜା  ଆରମ୍ଭ ହୋଇଥିଲା। ଏହି ଅବସରରେ ଭଜନ ପରିବେଷଣ କରାଯାଇଥିଲା। ପରେ ପୂର୍ଣ୍ଣାହୁତି କାର୍ଯ୍ୟ ହୋଇଥିଲା।  ଏହି କାର୍ଯ୍ୟକ୍ରମ କୁ ପ୍ରକାଶ ସାହୁ, ଅଭିମନ୍ୟୁ ଦାସ, ସୁକାନ୍ତ ସାହୁ, ମଙ୍ଗୁ, ରବୀନ୍ଦ୍ର ସାହୁ, ଉମାକାନ୍ତ ପଟ୍ଟନାୟକ, ଶକ୍ତିଧର ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *