Advertisement

ଜଟଣୀ,୦୭/୦୩: ଜଟଣୀ ଥାନା ଅଧିନ କିଷ୍ଟ୍ କଲେଜ ନିକଟରେ ଆଜି ସନ୍ଧ୍ୟାରେ ସ୍କୁଟି କାର ମୁହାଁମୁହିଁ ଧକ୍କା ହୋଇ, ଦୁଇ ସ୍କୁଟି ଚାଳକ ଗୁରୁତର ଆହତ ହୋଇଛନ୍ତ।

ଆହତ ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ସହାୟତାରେ ମେଡ଼ିକାଲ ରେ ଭର୍ତ୍ତି କରିଛନ୍ତି। ଆହତ ଦୁଇ ଜଣଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ। ଦୁର୍ଘଟଣା ଘଟିବା ସ୍ଥାନରେ କିଛି ସମୟ ଧରି ରାସ୍ତା ଜାମ୍ ରହିଥିଲା। ଯାତାୟାତରେ ଲୋକମାନ ବହୁ ହଇରାଣ ହୋଇଥିଲେ। ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି  ଟ୍ରାଫିକ ନିୟନ୍ତ୍ରଣ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisement

Leave a Reply

Your email address will not be published. Required fields are marked *