Category: ରାଜ୍ୟ ଖବର

ମା’ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରର ବାର୍ଷିକ କ୍ରୀଡା ଉତ୍ସବ

ବ୍ୟୁରୋ: ଜଟଣୀ ବରପଦା “ମା ‘ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୫ମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତଟ ରେଲୱେ ଫୁଟବଲ ଦଳର କୋଚ ରମେଶ ଚନ୍ଦ୍ର ପାଇକରାୟ, ପୂର୍ବତଟ ରେଲୱେ ଭଲିବଲ…

ପରିବାରର ସୁରକ୍ଷା ପାଇଁ, ଛଟ୍ ପୂଜା ପାଳିଲେ ମହିଳା

ବ୍ୟୁରୋ: ଜଟଣୀରେ ବସବାସ କରୁଥିବା ବିହାରୀ ସମ୍ପ୍ରଦାୟର ମହିଳା ମାନେ ଆଜି ଛଟ୍ ପୂଜା ପାଳନ କରିଛନ୍ତି। ପରିବାରର ସୁରକ୍ଷା ଓ ସନ୍ତାନ ମାନଙ୍କ ଶୁଭ ମାନଷି ବିବାହିତା ମହିଳା ମାନେ, ଜଟଣୀ ହାଟ ବଜାର ପୋଖରୀ ମୂଳରେ ଏହି ପର୍ଵ…

ଜଟଣୀରେ ଜାତୀୟ ପ୍ରେସ ଦିବସ ପାଳିତ

ବ୍ୟୁରୋ: ଜଟଣୀ ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ପ୍ରେସ କ୍ଲବର ସଭାପତି ଇସ୍ମାଇଲ ଅଲ୍ଲୀଙ୍କ ସଭାପତିତ୍ୱରେ ସଭା ଆୟୋଜିତ ହୋଇଥିଲା। ସମ୍ପାଦକ ହୃଦାନନ୍ଦ କୋଦମାସିଂହ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସମାଜରେ ଅବହେଳିତ ଜନସାଧାରଣ…

ନାଗ ଦେବତାଙ୍କୁ ପୂଜା କଲେ, ମିଳେ କୋଟି ଜନ୍ମର ପୂଣ୍ୟ ଫଳ

ବ୍ୟୁରୋ: ନାଗ ଚାତୁର୍ଥୀ ଦିନ ଉଇ ହୁଙ୍କା ମୂଳେ ନାଗ ଦେବତାଙ୍କୁ ପୂଜା କଲେ, ମିଳିଥାଏ କୋଟି ଜନ୍ମର ପୂଣ୍ୟ ଫଳ, ବୋଲି ରହିଛି ଲୋକମାନଙ୍କ ମଧ୍ୟରେ ବିଶ୍ୱାସ। ଜଟଣୀରେ ବସବାସ କରୁଥିବା ତେଲୁଗୁ ସମ୍ପ୍ରଦାୟର ବିବାହିତା ମହିଳା ମାନଙ୍କ ସହ…

ପ୍ରାଣନାଥ ପଟ୍ଟନାୟକଙ୍କ ୧୧୮ତମ ଜୟନ୍ତୀ ପାଳିତ

ବ୍ୟୁରୋ: ଓଡିଶା ଶିକ୍ଷା ଆନ୍ଦୋଳନର ପ୍ରବର୍ତ୍ତା ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ୧୧୮ତମ ଜୟନ୍ତୀ ଜଟଣୀ ପ୍ରାଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଓ ଜଟଣୀ ବରିଷ୍ଠ ନାଗରିକ ସେବା ସଂଘର ସଭାପତି ଆଇନଜୀବୀ…

ପୋଷା କୁକୁରର ଦଶାହ ପାଳିଲେ ପଶୁପ୍ରେମୀ

ବ୍ୟୁରୋ: ମୋତି ଏକ କୁକୁର ହେଲେ ମଧ୍ୟ ତା ପାଖରେ ଏକ ପ୍ରେମମୟ ହୃଦୟ ଥିଲା , ଯାହା ଆମ ମାନଙ୍କୁ ତା ପ୍ରେମରେ ବାନ୍ଧି ରଖିଥିଲା। ଏଭଳି କିଛି କଥା କହିଛନ୍ତି ପଶୁ ପ୍ରେମୀ କୈଳାସ ବେହେରା। ଜଟଣୀ ବ୍ଲକ…

ମା’ ମଙ୍ଗଳାଙ୍କ  ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳିତ

ବ୍ୟୁରୋ: ଖୋର୍ଦ୍ଧା ଗୁରୁଜଙ୍ଗ କୋଚିଲାକଣ ନୂଆସାହି ଗ୍ରାମର, ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ଦିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଙ୍କୁରରୋପଣ ,ଜଳଯାତ୍ରା ,ଅଗ୍ନି ସ୍ଥାପନ, ସୂର୍ଯ୍ୟ ପୂଜା , ଦେବତା ସ୍ନାନ, ଚଣ୍ଡିପାଠ ସହ ପୁର୍ଣ୍ଣାହୁତି ଆଦି ରୀତିନୀତି…

ମହେଶ୍ବର ମହାନ୍ତିଙ୍କ ପରଲୋକ

ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ହୋଇଛି ପରଲୋକ । ତାଙ୍କର ସ୍ୱାସ୍ଥ୍ୟ ଖରାପ ଥିବାରୁ ସେ ଗତ କିଛିଦିନ ହେବ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସା ସମୟରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ…

ପାଳଙ୍ଗ ଶାଗ ଧୋଇଲେ, ବୋହୁଛି ନୀଳ ରଙ୍ଗ

ବ୍ୟୁରୋ: ଦିନକୁ ଦିନ ବ୍ୟବସାୟୀ ମାନେ ମାନବିକତା ଭୁଲି, ନିଜର ଭଲ ରୋଜଗାର ପାଇଁ ଖାଦ୍ୟ ପଦାର୍ଥରେ କରୁଛନ୍ତି ଅପମିଶ୍ରଣ। ପାଳଙ୍ଗ ଶାଗକୁ ସତେଜ ଓ ଆକର୍ଷଣୀୟ କରିବା ପାଇଁ ବ୍ୟବହାର ହେଉଛି କେମିକାଲ ରଙ୍ଗ। ସେହି ଅପମିଶ୍ରଣ ଶାଗ କୁ…

ଭାଉଜକୁ କୂଅକୁ ଠେଲି ଦିଅର ଗିରଫ

ବ୍ୟୁରୋ : ଭାଉଜ ହେଉଛି ମା’ ସମାନ। କିନ୍ତୁ ଭାଉଜକୁ କୂଅକୁ ଠେଲି ମାରିବାକୁ ଉଦ୍ୟମ କରିବା ଘଟଣାରେ, ଜଟଣୀ ପୋଲିସ ଦିଅରକୁ କରିଛି ଗିରଫ। ସୂଚନା ମୁତାବକ ଜଟଣୀ ଥାନା ଅଧିନ କୁଦିଆରୀ ଗ୍ରାମର ଅଜୟ କୁମାର ମହାରଣା, ଭାଉଜକୁ…