Advertisement

ବ୍ୟୁରୋ, ୦୬/୦୩:ମହାନ ଜନନାୟକ ପ୍ରବାଦ ପୁରୁଷ ଓଡ଼ିଶାର କିମ୍ବଦନ୍ତୀ ନେତା ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ ଜଟଣୀ ବିଜେଡି ପକ୍ଷରୁ ଉତ୍ତରାୟଣୀ କ୍ଳବ ପରିସରରେ ପାଳିତ ହୋଇଛି। ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜଟଣୀ ବିଜେଡିର ସମସ୍ତ କର୍ମୀମାନେ ଯୋଗଦେଇ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *