Advertisement

ବ୍ୟୁରୋ: ଭୁବନେଶ୍ବର ଇନଫୋସିଟି ଅଞ୍ଚଳର ଏକ ଲେଡିଜ୍ ହଷ୍ଟେଲରୁ ମିଳିଛି ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ। ମୃତକ ଯୁବତୀ ହେଉଛନ୍ତି କେନ୍ଦ୍ରାପଡା ପାଟକୁରା ଅଞ୍ଚଳର ସୋନାଲି।

  ସୋନାଲି ଭୁବନେଶ୍ୱର ଫାୟାରଷ୍ଟେସନ ନିକଟ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଆଜି ହଷ୍ଟେଲରୁ ତାଙ୍କର ଝୁଲନ୍ତା ମୃତ ଦେହ ମିଳିଛି। ଖବର ପାଇ ଘଟଣା ସ୍ଥଳରେ ଇନଫୋସିଟି ପୋଲିସ ପହଞ୍ଚି ତଦନ୍ତ କରିଛି। 

Advertisement

Leave a Reply

Your email address will not be published. Required fields are marked *