Advertisement

ବ୍ୟୁରୋ:  ବିଜେଡି ଦଳରେ ଆଜି ବିଦ୍ଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ଭିକେ ପାଣ୍ଡିଆନ୍ ।ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି ଶ୍ରୀ ପାଣ୍ଡିଆନ୍ । ୫ଟି ଏବଂ ନବୀନ ଓଡ଼ିଶାର ଅଧ୍ୟକ୍ଷ ଥିବା ଭି.କେ ପାଣ୍ଡିଆନ୍ ଏବେ ବିଜୁ ଜନତା ଦଳର ସମ୍ଭାଳିବେ ମଙ୍ଗ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ପାଣ୍ଡିଆନଙ୍କୁ ଆଶୀର୍ବାଦ କରିବା ସହ ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆଶା ବ୍ୟକ୍ତ କରିଛନ୍ତି । ଦଳରେ ଯୋଗଦେବା ସମୟରେ ସାଂସଦ, ବିଧାୟକ ମାନେ ଉପସ୍ଥିତ ରହି ଶ୍ରୀ ପାଣ୍ଡିଆନଙ୍କୁ ସ୍ୱାଗତ କରିଥିଲେ।  

Advertisement

Leave a Reply

Your email address will not be published. Required fields are marked *