Advertisement

ଜଟଣୀ, ୧୦/୧: ଜଟଣୀର ଜଣାଶୁଣା ସମାଜସେବୀ ଉମା ପଟ୍ଟନାୟକ ଆଜି ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ୱରଞ୍ଜନ ବଡ଼ଜେନାଙ୍କ ସହ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଭେଟି ବିଜେପି ଦଳରେ ସାମିଲ ହୋଇଛନ୍ତି।

ଆଗାମୀ ଦିନରେ ନିଜ ଟିମ୍ ସହ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ରେ ବିଧିବଦ୍ଧ ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ସେ ପୂର୍ବରୁ ବିଜେଡି ଖୋର୍ଦ୍ଧା ଜିଲ୍ଲା ଉପସଭାପତି ରହିଥିଲେ।

Advertisement

Leave a Reply

Your email address will not be published. Required fields are marked *