Advertisement

ବ୍ୟୁରୋ,୧୭/୯: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର ସମାଜସେବୀ ତଥା ତଥା କବି ଓ ପୂର୍ବତନ ବରିଷ୍ଠ ପ୍ରଶାସକ ଡକ୍ଟର ଭାରତ ଭୂଷଣ ଜଗଦ୍ଦେବଙ୍କ ଦ୍ୱାରା ରଚିତ ପୁସ୍ତକ କଥାମୃତ ”ଭକ୍ତପ୍ରିୟ ମହାପ୍ରଭୁ ଶ୍ରୀଜଗନ୍ନାଥ” କୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ଷଡ଼ଙ୍ଗୀଙ୍କ ସହ ଡକ୍ଟର ଭାରତ ଭୂଷଣଙ୍କ ଟାଙ୍ଗୀ ଅଞ୍ଚଳବାସୀଙ୍କର ବିଭିନ୍ନ ମୌଳିକ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ସମସ୍ୟାର ସମାଧାନ କରାଯିବ ବୋଲି ସାଂସଦ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଡକ୍ଟର ଜଗଦ୍ଦେବ ଗଣମାଧ୍ୟମକୁ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *