Tag: odisha

ସ୍କନ୍ଦ ମାତା ବେଶରେ ଦର୍ଶନ ଦେଲେ ମା’ ଜାଗୁଳେଇ

ବ୍ୟୁରୋ: ଜଟଣୀ ପୌର ପରିଷଦ ଅଧିନ କୁଦିଆରି ଅଞ୍ଚଳର, ଗ୍ରାମଦେବୀ ମା’ ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବର ଆଜି ପଞ୍ଚମୀ ତିଥିରେ ମା’ ସ୍କନ୍ଦ ମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ସକାଳୁ ସାଲା ମଣ୍ଡନ ସୂର୍ଯ୍ୟ…

ଲୁଟ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ୫ଟି ମୋବାଇଲ ସହ ମୋଟର ସାଇକେଲ ଜବତ

ବ୍ୟୁରୋ: ଲୁଟ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଜଟଣୀ ପୋଲିସ ଗିରଫକରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଜଟଣୀ ବୁଢ଼ାପଢା ଗ୍ରାମର ବୃନ୍ଦାବନ ସାହୁ ଓରଫ ଚିକୁ(୨୫) ଏବଂ ବୁଢ଼ାପଢା ପ୍ରଧାନସାହିର ଖଗେଶ୍ୱର ପ୍ରଧାନ ଓରଫ ଜଗା(୨୩)।…

ବାସନ୍ତିକ ଦୁର୍ଗାପୂଜା ର ଦ୍ଵିତୀୟ ଦିବସରେ ମା’ ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ

ବ୍ୟୁରୋ: ଜଟଣୀ ପୌର ପରିଷଦ ଅଧିନ କୁଦିଆରି ର ଗ୍ରାମଦେବୀ ମା’ ଜାଗୁଳାଇଙ୍କ ପୀଠରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବର ଦ୍ଵିତୀୟ ଦିବସରେ ମା’ ଆଜି ଚନ୍ଦ୍ରଘଣ୍ଟା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।…

“ଡ୍ରୋନ୍-ମୋବିଲିଟି ର ଭବିଷ୍ୟତ” ଉପରେ 5 ଦିନିଆ ବୁଟ୍ କ୍ୟାମ୍ପ

ବ୍ୟୁରୋ: “ଡ୍ରୋନ୍-ମୋବିଲିଟି ର ଭବିଷ୍ୟତ” ଉପରେ 5 ଦିନିଆ ବୁଟ୍ କ୍ୟାମ୍ପ, ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, ଭୁବନେଶ୍ୱରର ସହଯୋଗରେ, ଖୋର୍ଦ୍ଧା ବଣିଆଟାଙ୍ଗି ସୋଫିଟୋରିୟମ୍ ଇନଷ୍ଟିଚ୍ୟୁଟ ପରିସରରେ, ଗତ ୮ ତାରିଖରୁ ଆରମ୍ଭ ହୋଇଛି। ଏହି କ୍ୟାମ…

ମା’ ଜାଗୁଳେଇଙ୍କ ପୀଠରେ ଆରମ୍ଭ ହେଲା ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ

ବ୍ୟୁରୋ: ଜଟଣୀ ପୌର ପରିଷଦ ଅଧିନ କୁଦିଆରି ର ଗ୍ରାମଦେବୀ ମା’ ଜାଗୁଳାଇଙ୍କ ପୀଠରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ। ମଙ୍ଗଳବାର ସକାଳୁ ମାନସିକ ବ୍ରତଧାରୀ ମହିଳା ଓ ପୁରୁଷ ମାନେ ନୂତନ ଵସ୍ତ୍ର…

ସରିଲା କୁଦିଆରି ଦଶଦୋଳ ମେଳଣ

ବ୍ୟୁରୋ: ସରିଲା କୁଦିଆରି ଦଶଦୋଳ ମେଳଣ। ଗତ ୪ତାରିଖରୁ ଆରମ୍ଭ ହୋଇଥିବା ଏହି ଦଶଦୋଳ ମେଲଣ ରବିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଶେଷ ଦିବସରେ ଗୋଧୂଳି ବେଳାରେ ସମସ୍ତ ଠାକୁରଙ୍କ ନିକଟରେ ଭୋଗ ଆଟିକା ଲାଗି ହେବା ପରେ ହରିବୋଲ ହୁଳହୁଳି,…

ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ଅନ୍ତଃସତ୍ୱା କରିବା ଘଟଣାରେ ଯୁବକ ଗିରଫ

ବ୍ୟୁରୋ: ଜଣେ ଯୁବତୀଙ୍କୁ ବିବାହ କରିବାର ପ୍ରତିଶୃତି ଦେଇ, ଯୁବତୀଙ୍କୁ ନେଇ ଭଡା ଘରେ ରଖି ତାଙ୍କୁ ଦୁଇ ମାସ ଅନ୍ତଃସତ୍ୱା କରିବା ପରେ, ଯୁବତୀଙ୍କୁ ପ୍ରତାରଣା କରିବା ଘଟଣାର ଜଟଣୀ ପୋଲିସ ତଦନ୍ତ କରି ଯୁବକଙ୍କୁ ଗିରଫ କରିବା ସହ…

ବାବା ବୋଖାରୀଙ୍କ ଉର୍ସ ଉତ୍ସବ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଅଧିନ କାଇପଦର ସ୍ଥିତ ବାବା ବୋଖାରୀଙ୍କ ଉର୍ସ ଉତ୍ସବ ମହାସମାରୋହରେ ପାଳନ ହେଉଛି। ଏହି ଉତ୍ସବରେ ଯୋଗଦେବାପାଇଁ ଦେଶ ବିଦେଶରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ଏହି ଉତ୍ସବ ଦୁଇ ଦିନ ପାଳିତ ହୋଇଥାଏ। ବାବାଙ୍କୁ ଦର୍ଶନ କଲେ…

କୃତି ଛାତ୍ରଛାତ୍ରୀ ମାନଙ୍କୁ ବାର୍ଷିକ ପୁରସ୍କାର ବିତରଣ

ବ୍ୟୁରୋ: ରଣପୁର ବ୍ଲକ ଅନ୍ତର୍ଗତ ଗଡ଼ ବାଣିକିଲୋ ପଞ୍ଚାୟତ ଗିରିଧରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଆଞ୍ଚଳିକ ମଧ୍ୟ ଇଂରାଜୀ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିବରଣ ଉତ୍ସବ ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା…

ଆମ ଗାଁ ଆମ ସାହିତ୍ୟ କୁ ନେଇ ଆଲୋଚନା

ବ୍ୟୁରୋ: ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚଦୋଳ ମେଳଣ ପଡିଆ, ପିତାପାଣିଆ ମଞ୍ଚରେ ପଶ୍ଚିମାଶମ୍ଭୁ ଯୁବ ସଙ୍ଗଠନ ଓ ସମ୍ବାଦ ସାହିତ୍ୟ ଘର ପିପିଲି ମିଳିତ ସହଯୋଗରେ ଆମ ଗାଁ ଆମ ସାହିତ୍ୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ…