Tag: odisha

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା ଜାଗୁଳେଇ

ଜଟଣୀ,୨୯/୦୩: ଜଟଣୀ କୁଦିଆରି ଗ୍ରାମର ଇଷ୍ଟ ଦେବୀ ମାଆ ଜାଗୁଳାଇଙ୍କ ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ । ଆଜି ସକାଳ ସମୟରେ ବ୍ରତଧାରୀ ମହିଳା ପୁରୁଷ ମାନେ ନୂତନ ଵସ୍ତ୍ର ପରିଧାନ କରି, ମାଝଣା…

ଗିରଫ ହେଲେ ଜଟଣୀ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ

ଜଟଣୀ,୨୬/୩: ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଗିରଫ ହେଲେ ଜଟଣୀ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟଯୋଶୀ। ସୁର୍ଯ୍ୟମଣୀ ବେଆଇନ ଭାବେ ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ଖବର ପାଇ ଭିଜିଲାନ୍ସ ପକ୍ଷରୁ ଗତ କାଲି ଜଟଣୀ…

୬୦୦ ରାମଲୀଳା କଳାକାର ହେଲେ ପୁରସ୍କୃତ

ଜଟଣୀ,୨୪/୩: ଓଡ଼ିଶାର ପ୍ରସିଦ୍ଧ ଲୋକକଳା ପ୍ରଚାର କରୁଥିବା ୟୁଟୁବ ଚ୍ୟାନେଲ ଡିଏମଭି ଜଟଣୀ ପକ୍ଷରୁ ଆଜି ଜଟଣୀ ବାଛରା ମେଳଣ ପଡ଼ିଆରେ ଯୁବ ୟୁଟ୍ୟବର ଦେବାଶିଷ ମହାପାତ୍ରଙ୍କ ସଭାପତିତ୍ୱରେ ଦ୍ଵିତୀୟ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି । ଏହି…

ଦ୍ୱିତୀୟ ଦିନରେ ଶ୍ରମିକ କଂଗ୍ରେସର ଧାରଣା

ଜଟଣୀ,୧୮/୦୩: ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପ୍ରବନ୍ଧକ କାର୍ଯ୍ୟାଳୟ ସାମ୍ନାରେ ଏନ.ଏଫ.ଆଇ.ଆର ଡାକରାରେ ପୁରୁଣା ପେନସନ ଲାଗୁ ସହିତ ବିଭିନ୍ନ ମୌଳିକ ଅଧିକାରକୁ ନେଇ ଦେଶବ୍ୟାପୀ ଭାରତୀୟ ରେଳ ବିଭାଗର ସବୁ ଜୋନ ଓ ମଣ୍ଡଳରେ ହେବାକୁ ଥିବା ପାଞ୍ଚ ଦିନିଆ ଧାରଣା…

ବ୍ରାଉନ ସୁଗାର ଜବତ ଦୁଇ ଗିରଫ

ଜଟଣୀ,୧୮/୦୩: ଜଟଣୀ ପୋଲିସ ବେଆଇନ ବ୍ରାଉନ ସୁଗାର ବ୍ୟବସାୟରେ ଲିପ୍ତ ଦୁଇ ନିଶା ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୩ଗ୍ରାମ ଧଳା ଜହର ଜବତ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଜଟଣୀ ଖୁଦୁପୁର ଗ୍ରାମର ସନ୍ତୋଷ କୁମାର…

ଅଷ୍ଟାଦଶ ଶ୍ରୀମଦ୍ ଭାଗବତ ସପ୍ତାହ ମହୋତ୍ସବ ଉଦଯାପିତ

ଜଟଣୀ,୯/୩: ଜଟଣୀ ରାମଚନ୍ଦ୍ରପୁର ଶ୍ରୀହରି ବିହାର ସ୍ଥିତ ଶ୍ରୀଗୁରୁକୁଳ ଆଶ୍ରମ ଗୋଲକ ଧାମ ପରିସରରେ ୦୩ ତାରିଖରୁ ଆରମ୍ଭ ହୋଇଥିବା ୭ଦିନ ବ୍ୟାପି ଅଷ୍ଟାଦଶ ଶ୍ରୀମଦ୍ ଭାଗବତ ସପ୍ତାହ ମହୋତ୍ସବ ଆଜି ଉଦଯାପିତ ହୋଇଛି। ଓଡ଼ିଶାର ସୁପରିଚିତ ପ୍ରବକ୍ତା ଡ଼. ପ୍ରଫୁଲ…

ଆଇଆଇଟି କ୍ୟାମ୍ପସ ଭିତରେ ପଶିଲା ଦନ୍ତା ହାତୀ

ଜଟଣୀ,୯/୩: ଭୁବନେଶ୍ୱର ଆଇଆଇଟି ଜଟଣୀ କ୍ୟାମ୍ପସ ଭିତରକୁ ପଶିଲା ଦନ୍ତା ହାତୀ। ହାତୀ ଘଉଡ଼େଇବାକୁ ନାକେଦମ ହେଲା ବନ ବିଭାଗ। ଶନିବାର ବିଳମ୍ବିତ ରାତିରେ ପୋଡପଡା ଗ୍ରାମ ପାଖ ଦେଇ ଏକ ଦନ୍ତା ହାତୀ ଆଇଆଇଟି କ୍ୟାମ୍ପସର ପାଚେରୀ ଭାଙ୍ଗି ଭିତରକୁ…

ରଣପୁରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ରଣପୁର,୮/୩ : ସମଗ୍ର ବିଶ୍ୱରେ ମାର୍ଚ୍ଚ୮ ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳିତ କରାଯାଉଥିବା ବେଳେ ରଣପୁର ଏନଏସି ତରଫରୁ ମଣିନାଗ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ରେ ଏହି ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି l…

ନୂତନ ଅପରାଧିକ ଆଇନ ସଚେତନତା ଶିବିର

ଖୋର୍ଦ୍ଧା,୦୮/0୩: ଖୋର୍ଦ୍ଧା ଟାଉନ ହଲ ପରିସରରେ ଖୋର୍ଦ୍ଧା ଆଦର୍ଶଥାନା ପୁଲିସ ପକ୍ଷରୁ ଆମ ପୋଲିସ କାର୍ଯ୍ୟକ୍ରମ ଓ ନୂତନ ଅପରାଧିକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଏସପି ସାଗରିକା ନାଥ, ପୂର୍ବତନ ଏସପି ଦେବ…

ବ୍ରହ୍ମାକୁମାରୀ ଆଶ୍ରମରେ ବିଶ୍ବ ମହିଳା ଦିବସ ପାଳିତ

ଖୋର୍ଦ୍ଧା,୦୮/୦୩: ଖୋର୍ଦ୍ଧା ପ୍ରଜପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ, ଗୋଡ଼ିପୋଖରୀ ସେବାକେନ୍ଦ୍ର ପରିସରରେ ଆଜି ସକାଳେ ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ଅନୁରାଧା ଭଉଣୀଙ୍କର ସଭାପତିତ୍ବରେ “ବିଶ୍ବ ମହିଳା ଦିବସ ” ପାଳିତ ହୋଇଯାଇଛି । ବିଭିନ୍ନ ଗ୍ରାମର ବ୍ରହ୍ମାକୁମାରୀ ଭଉଣୀ ଏହି ଉତ୍ସବରେ…