Tag: khordha

୭୫ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ ପକ୍ଷରୁ ବୃକ୍ଷ ରୋପଣ

ବ୍ୟୁରୋ : ଜଟଣୀ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ ପକ୍ଷରୁ ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ଜଟଣୀ ଚର୍ଚ୍ଚ ନିକଟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ସହ ଜଟଣୀର ସାମାଜିକ ଅନୁଷ୍ଠାନ ସୋଚ୍ ରେ ପାଠ ପଢ଼ୁଥିବା ପିଲାମାନଙ୍କୁ ପିନ୍ଧିବା…

ସୋଫିଟୋରିୟମ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁଟ ପକ୍ଷରୁ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ବ୍ୟୁରୋ: ସୋଫିଟୋରିୟମ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁଟ ପକ୍ଷରୁ ଖୋର୍ଦ୍ଧା ବଣିଆଟାଙ୍ଗି କ୍ୟାମ୍ପସ ପରିସରରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ପ୍ରଫେସର ଡ଼ଃ ହିମାଂଶୁ ମୋହନ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ସମ୍ମାନୀତ…

ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୮ତମ ବର୍ଷିକୋତ୍ସବ ପାଳିତ

ବ୍ୟୁରୋ: ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆଜି ୩୮ତମ ବର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଟଣୀ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର ଯୋଗ ଦେଇଥିବାବେଳେ, ସମ୍ମାନିତ ଅତିଥି ଭାବେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ଡ଼…

ଜଟଣୀରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ

ବ୍ୟୁରୋ: ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ତଥା ମୁକ୍ତି ସଂଗ୍ରାମର ଅବିସ୍ମରଣୀୟ ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ, ଜଟଣୀ ବରିଷ୍ଠ ନାଗରିକ ସେବା…

ଦଶପଲ୍ଲା ରେଲୱେ ଷ୍ଟେସନରେ UTS ଓ PRS ଟିକେଟ୍ କାଉଣ୍ଟରର ଶୁଭାରମ୍ଭ

ବ୍ୟୁରୋ: ଦଶପଲ୍ଲା ରେଲୱେ ଷ୍ଟେସନରେ ଅଣସଂରକ୍ଷିତ ଟିକେଟ୍ ସିଷ୍ଟମ୍ (UTS) – ସହିତ-ପାସେଞ୍ଜର ସଂରକ୍ଷିତ ସିଷ୍ଟମ୍ (PRS) ଟିକେଟ୍ କାଉଣ୍ଟରର ଖୋଲାଯାଇଛି। ରେଳମନ୍ତ୍ରୀ ଦେଇଥିବା ପ୍ରତିଶୃତି ୧୦ ଦିନ ମଧ୍ୟରେ ପୂରଣ ହୋଇଛି । ଯାତ୍ରୀମାନେ ଏବେ ଟିକେଟ କାଉଣ୍ଟରରୁ ଅଣସଂରକ୍ଷିତ…

ପଦାରେ ପଡିଲା ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପୁନରୁଦ୍ଧାର କାର୍ଯ୍ୟର ମାନ, ଦବିଲା କାଓ କ୍ୟାଚର୍

ବ୍ୟୁରୋ: ସରକାରଙ୍କ ତହବିଲରୁ ଏକ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇ, ଚାଲିଛି ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୁନରୁଦ୍ଧାର କାର୍ଯ୍ୟ। କିନ୍ତୁ ଆଜି ସକାଳେ ହସ୍ପିଟାଲ ସମ୍ମୁଖ ଫାଟକରେ ନୂଆ କରି ଲାଗିଥିବା କାଓ କ୍ୟାଚର୍ ଉପରେ ଏକ ଭାରି…

ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ, ପାଠ ପଢ଼ାଇଲା ସୋଚ୍

ବ୍ୟୁରୋ: ଅଧାରୁ ପାଠ ଛାଡ଼ିଥିବା ଓ ବୟସ ହୋଇଥିଲେ ମଧ୍ୟ ବିଦ୍ୟାଳୟରେ ନାମ ଲେଖିନଥିବା ୨୪ ଜଣ ଶିଶୁଙ୍କୁ, ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଞ୍ଚଳରୁ ଆଣି, ସୋଚ୍ ଅନୁଷ୍ଠାନ ଓ ଅଜିମ୍ ପ୍ରେମଜି ଫାଉଣ୍ଡେସନର ମିଳିତ ସହଯୋଗରେ ସେମାନଙ୍କୁ ଶିବିରରେ ରଖି…

ବିଭିନ୍ନ ରେଳ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାବିପତ୍ର

ବ୍ୟୁରୋ: ଖୋର୍ଦ୍ଧାରୋଡ ରେଳ ଡିଭିଜନ୍ ଅଧିନ କାଇପଦର୍ ରୋଡ୍ ,ଭୂଷଣ୍ତପୁର ଓ କୁହୁଡି ରେଳ ଷ୍ଟେସନରେ ରେଳ ରହଣି ଓ ଭିତ୍ତିଭୂମି ବିକାଶ । ଯାତ୍ରୀ ମାନଙ୍କ ସୁବିଧା ପାଇଁ କଟକ ‐ ଗୁଣୁପୁର ମେମୁ ସ୍ପେସିଆଲ୍ ଟ୍ରେନ (08421/08422 )…

ଲୋକଙ୍କ ଅଭିଯୋଗ ଶୁଣିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ବ୍ୟୁରୋ: ଜଟଣୀ ପୋୖର ପରିଷଦ ଅଧିନ ୧୦ ନମ୍ବର ୱାର୍ଡ ସ୍ମାର୍ଟ ପାର୍କରେ ଆଜି ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ “ଚାଏ ପେ ଚର୍ଚ୍ଚା” କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କେନ୍ଦ୍ରସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକମାନଙ୍କୁ ଅବଗତ କରାଯାଇଥିଲା। ଲୋକମାନେ ବିଭିନ୍ନ…

ହାଇଟେକ ଟ୍ରାଜେଡିରେ ଚିକିତ୍ସିତ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ

ବ୍ୟୁରୋ: ହାଇଟେକ ମେଡିକାଲରେ ଘଟିଥିବା ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହୋଇଥିବା ଜଟଣୀ ବଙ୍ଗ ଗ୍ରାମର ଦିଲ୍ଲୀପ କୁମାର ସାମନ୍ତରାୟଙ୍କ ମୃତ୍ୟୁ ଘଟିଛି। ଡିସେମ୍ବର ୨୯ ତାରିଖରେ ହାଇଟେକ ମେଡିକାଲର ଏସି ମରାମତି ହେବା ସମୟରେ ଏକ ବିସ୍ଫୋରଣ ହୋଇଥିଲା, ସେଥିରେ…