Tag: khordha

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜୁଲଫୁକାର ଅଲ୍ଲୀଙ୍କ ୭୯ ବୟସରେ ପରଲୋକ

ବ୍ୟୁରୋ: ଜଟଣୀ ଅଞ୍ଚଳର ସମସ୍ତିଙ୍କ ପ୍ରିୟ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜୁଲଫୁକାର ଅଲ୍ଲୀଙ୍କ ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବୟସ ହୋଇଥିଲା। ସ୍ବର୍ଗତ ଅଲ୍ଲୀ ଖୋର୍ଦ୍ଧା ତୋଟାପଡା ବିଦ୍ୟାଳୟରୁ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ପରେ ସେ ବିଭିନ୍ନ…

ବାଜପୁର ପଞ୍ଚାୟତ ପ୍ରିମିୟର ଲିଗ୍ ଉଦଯାପିତ, ୬୩ ରନ୍ ରେ ନନ୍ଦପୁର ରୟାଲର୍ସ ଚମ୍ପିୟାନ୍

ବ୍ୟୁରୋ: ଖୋର୍ଦ୍ଧା ବ୍ଳକ ବାଜପୁର ପଞ୍ଚାୟତର ରାୟରଙ୍ଗ ଖେଳପଡିଆରେ ବାଜପୁର ଓ ନନ୍ଦପୁର ପଞ୍ଚାୟତର ୮ ଗୋଟି ଦଳକୁ ନେଇ ଦୀର୍ଘ ଏକ ମାସ ବ୍ଯାପି ଚାଲିଥିବା ପଞ୍ଚାୟତ ପ୍ରିମିୟର୍ ଲିଗ୍ କ୍ରିକେଟ୍ ମ୍ଯାଚ୍ ଆଜି ଉଦଯାପିତ ହୋଇଯାଇଛି। ଫାଇନାଲ୍ ମ୍ଯାଚରେ…

ବିଧାନସଭା ଗୃହକୁ ମୁଣ୍ଡିଆ ମାରିଲେ ସୁରେଶ ରାଉରତାୟ

ବ୍ୟୁରୋ: ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ବିଧାନସଭା ଗୃହରୁ ବାହାରିବା ସମୟରେ ଗୃହକୁ ମୁଣ୍ଡିଆ ମାରି ଭାବବିହ୍ୱଳ ହୋଇପଡିଥିଲେ। ଆଉ କହିଥିଲେ ଏହା ହେଉଛି ମୋର ଶେଷ ବିଧାନସଭା। ମୁଁ ଆଗକୁ ଆଉ…

ଭୁବନେଶ୍ୱରରୁ ଅଯୋଧ୍ୟା ଅଭିମୁଖେ ଗଡ଼ିଲା ଆସ୍ଥା ସ୍ପେଶାଲ ଟ୍ରେନ

ବ୍ୟୁରୋ: ଭୁବନେଶ୍ୱର ରେଳ ଷ୍ଟେସନରୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାକୁ ଆଜି ଗଡ଼ିଲା ଆସ୍ଥା ସ୍ପେଶାଲ ଟ୍ରେନ୍ । ଏହି ଟ୍ରେନରେ ପ୍ରଥମ ଦିନରେ ୧୪୦୦ ଶ୍ରଦ୍ଧାଳୁ ଯାତ୍ରା କରିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲପତାକା ହଲାଇ ଏହି ଟ୍ରେନର…

ମା’ ରମାଦେବୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା

ବ୍ୟୁରୋ: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୯୦ତମ ଶ୍ରାଦ୍ଧ ଦିବସ ଅବସରରେ ସ୍ବେଚ୍ଛାସେବୀ ସଂଗଠନ କର୍ମ ମନ୍ଦିର ପକ୍ଷରୁ ଜଟଣୀ ସ୍ବସ୍ତି ଜ୍ୟୋତି ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଣାମ ମା ରମାଦେବୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କର୍ମ ମନ୍ଦିର ଅଧ୍ୟକ୍ଷା ସବିତା ରାୟଙ୍କ…

ଓଡ଼ିଆରେ ଦସ୍ତଖତ କଲେ, ବନ୍ଦେ ଉତ୍କଳ ଜନନୀ ଗାଇଲେ

ବ୍ୟୁରୋ: ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉପଲକ୍ଷେ, ଜଟଣୀ ପୌର ପରିଷଦ ପକ୍ଷରୁ ଜଟଣୀ ପୋଷ୍ଟ ଅଫିସ ନିକଟ, ମୋ ଜଟଣୀ ଠାରେ ଓଡ଼ିଆ ଭାଷାରେ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜଟଣୀ ପୌର ପରିଷଦର ଅଧ୍ୟକ୍ଷ…

ଜଟଣୀ ବ୍ଲକ ପରିସରରେ ସମୂହ ଗାଇଲେ ବନ୍ଦେ ଉତ୍କଳ ଜନନୀ

ବ୍ୟୁରୋ: ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉପଲକ୍ଷେ, ଜଟଣୀ ପଞ୍ଚାୟତ ସମିତି ପରିସରରେ ଅତିଥି ଓ କର୍ମଚାରୀ ମାନେ ସମସ୍ତେ ଏକାଠି ହୋଇ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶ୍ରୀମତୀ ରଶ୍ମିତା…

ତୀର୍ଥଯାତ୍ରୀ ବସ୍ କୁ ଧକ୍କା ଦେଲା ହାଇୱା, ୨୦ ଆହତ

ବ୍ୟୁରୋ: ରାୟଗଡାରୁ ତୀର୍ଥଯାତ୍ରୀଙ୍କୁ ଧରି ପୁରୀ ପରିକ୍ରମା ପ୍ରକଳ୍ପ ବୁଲେଇବା ପାଇଁ ଆସୁଥିବା ବସ୍ କୁ ୧୬ ନମ୍ବର ଜାତୀୟ ରାଜପଥ, ଗଡ ଖୋର୍ଦ୍ଧା ଛକରେ ଧକ୍କା ଦେଲା ହାଇୱା । ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ…

ଜଟଣୀରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ

ବ୍ୟୁରୋ: ଜଟଣୀର ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ପକ୍ଷରୁ, ଜଟଣୀ ଗାନ୍ଧୀ ପାର୍କ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ତିରୋଧାନ ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ନାଗରିକ…

ଦୁଇଟି ବାଇକ ସହ ଟ୍ରକ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର

ବ୍ୟୁରୋ: ଜଟଣୀ ଥାନା ଅଧିନ ବେଣାପଞ୍ଜରୀ ଗ୍ରାମ ନିକଟ ସିରାଯୁଦ୍ଦିନ ଫାର୍ମ ନିକଟରେ ଆଜି ସନ୍ଧ୍ୟା ସମୟରେ, ଦୁଇଟି ବାଇକ ସହ ଟ୍ରକର ଦୁର୍ଘଟଣା ଘଟିଥିଲା। ଆଉ ଘଟଣା ସ୍ଥଳରେ ଜଣେ ବାଇକ ଅରୋହିଙ୍କ ମୃତ ହୋଇଥିବାବେଳେ, ଆଉ ଜଣେ ଗୁରୁତର…