Tag: kalingatoday

୭୫ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ ପକ୍ଷରୁ ବୃକ୍ଷ ରୋପଣ

ବ୍ୟୁରୋ : ଜଟଣୀ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ ପକ୍ଷରୁ ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ଜଟଣୀ ଚର୍ଚ୍ଚ ନିକଟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ସହ ଜଟଣୀର ସାମାଜିକ ଅନୁଷ୍ଠାନ ସୋଚ୍ ରେ ପାଠ ପଢ଼ୁଥିବା ପିଲାମାନଙ୍କୁ ପିନ୍ଧିବା…

ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୮ତମ ବର୍ଷିକୋତ୍ସବ ପାଳିତ

ବ୍ୟୁରୋ: ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆଜି ୩୮ତମ ବର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଟଣୀ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର ଯୋଗ ଦେଇଥିବାବେଳେ, ସମ୍ମାନିତ ଅତିଥି ଭାବେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ଡ଼…

ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ। ଟ୍ୱିନସିଟିର ପୋଲିସ କମିସନର ଭାବେ ସଂଜୀବ ପଣ୍ଡାଙ୍କୁ ମିଳିଛି ଦାୟିତ୍ୱ ।

ବ୍ୟୁରୋ: ଆଇପିଏସ ସ୍ତରରେ ହୋଇଛି ବଡ ଧରଣର ଅଦଳ ବଦଳ। ବିଜ୍ଞପ୍ତି ମୁତାବକ, ସଞ୍ଜୀବ ପଣ୍ଡାଙ୍କୁ ଟ୍ୱିନସିଟିର ପୋଲିସ କମିଶନର ଭାବେ ଦାୟିତ୍ୱ ମିଳିଥିବା ବେଳେ, ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଛି । ସେହିଭଳି ପିନାକ…

ଜଟଣୀରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ

ବ୍ୟୁରୋ: ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ତଥା ମୁକ୍ତି ସଂଗ୍ରାମର ଅବିସ୍ମରଣୀୟ ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ, ଜଟଣୀ ବରିଷ୍ଠ ନାଗରିକ ସେବା…

ଜାନୁଆରୀ ୨୨କୁ “ହାଫ୍ ଡେ” ଛୁଟି ଘୋଷଣା କଲେ ରାଜ୍ୟ ସରକାର

ବ୍ୟୁରୋ: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଲାଲାଙ୍କ ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ରାଜ୍ୟ ସରକାର ଜାନୁଆରୀ ୨୨ତାରିଖକୁ “ହାଫ୍ ଡେ” ଛୁଟି ଘୋଷଣା କରିଛନ୍ତି। ଆସନ୍ତା ୨୨ ଜାନୁଆରୀ ୨୦୨୪ରେ ଅଯୋଧ୍ୟାରେ ହେବ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ।…

ଦଶପଲ୍ଲା ରେଲୱେ ଷ୍ଟେସନରେ UTS ଓ PRS ଟିକେଟ୍ କାଉଣ୍ଟରର ଶୁଭାରମ୍ଭ

ବ୍ୟୁରୋ: ଦଶପଲ୍ଲା ରେଲୱେ ଷ୍ଟେସନରେ ଅଣସଂରକ୍ଷିତ ଟିକେଟ୍ ସିଷ୍ଟମ୍ (UTS) – ସହିତ-ପାସେଞ୍ଜର ସଂରକ୍ଷିତ ସିଷ୍ଟମ୍ (PRS) ଟିକେଟ୍ କାଉଣ୍ଟରର ଖୋଲାଯାଇଛି। ରେଳମନ୍ତ୍ରୀ ଦେଇଥିବା ପ୍ରତିଶୃତି ୧୦ ଦିନ ମଧ୍ୟରେ ପୂରଣ ହୋଇଛି । ଯାତ୍ରୀମାନେ ଏବେ ଟିକେଟ କାଉଣ୍ଟରରୁ ଅଣସଂରକ୍ଷିତ…

ଜାନୁଆରୀ ୧୭ ତାରିଖକୁ ସରକାରୀ ଛୁଟି ଘୋଷଣା

ବ୍ୟୁରୋ: ଜାନୁଆରୀ ୧୭ ତାରିଖରେ ହେବ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ଏହି ଉତ୍ସବରେ ଭକ୍ତ ମାନେ ଯେପରି ମହାପ୍ରଭୁଙ୍କ ଦର୍ଶନ କରିବା ସହ , ଆନନ୍ଦର ସହ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ପାରିବେ, ଏହା…

ଆସିଲା ଡିଏନଏ ରିପୋର୍ଟ , ୩ୟ ମୃତ ବ୍ୟକ୍ତି ହେଉଛନ୍ତି ଦିଲ୍ଲୀପ ସାମନ୍ତରାୟ

ବ୍ୟୁରୋ: ସ୍ପଷ୍ଟ ହେଲା ହାଇଟେକ୍ ଟ୍ରାଜେଡିରେ ମୃତ୍ୟୁ ବରଣ କରିଥିବା ୩ୟ ବ୍ୟକ୍ତିଙ୍କ ପରିଚୟ। ମୃତ ୩ୟ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଟଣୀ ବଙ୍ଗ ଗ୍ରାମର ଦିଲ୍ଲୀପ କୁମାର ସାମନ୍ତରାୟ। ହାଇଟେକ୍ ବିସ୍ଫୋରଣରେ ମୃତ ବରଣ କରିଥିବା ୩ୟ ବ୍ୟକ୍ତିଙ୍କ ପରିଚୟକୁ…

ପଦାରେ ପଡିଲା ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପୁନରୁଦ୍ଧାର କାର୍ଯ୍ୟର ମାନ, ଦବିଲା କାଓ କ୍ୟାଚର୍

ବ୍ୟୁରୋ: ସରକାରଙ୍କ ତହବିଲରୁ ଏକ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇ, ଚାଲିଛି ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୁନରୁଦ୍ଧାର କାର୍ଯ୍ୟ। କିନ୍ତୁ ଆଜି ସକାଳେ ହସ୍ପିଟାଲ ସମ୍ମୁଖ ଫାଟକରେ ନୂଆ କରି ଲାଗିଥିବା କାଓ କ୍ୟାଚର୍ ଉପରେ ଏକ ଭାରି…

ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ, ପାଠ ପଢ଼ାଇଲା ସୋଚ୍

ବ୍ୟୁରୋ: ଅଧାରୁ ପାଠ ଛାଡ଼ିଥିବା ଓ ବୟସ ହୋଇଥିଲେ ମଧ୍ୟ ବିଦ୍ୟାଳୟରେ ନାମ ଲେଖିନଥିବା ୨୪ ଜଣ ଶିଶୁଙ୍କୁ, ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଞ୍ଚଳରୁ ଆଣି, ସୋଚ୍ ଅନୁଷ୍ଠାନ ଓ ଅଜିମ୍ ପ୍ରେମଜି ଫାଉଣ୍ଡେସନର ମିଳିତ ସହଯୋଗରେ ସେମାନଙ୍କୁ ଶିବିରରେ ରଖି…