Tag: kalingatoday

ସାଧନା ଆର୍ଟ ଆଣ୍ଡ କଲଚର୍ ର ୧୧ତମ ବାର୍ଷିକ ଉତ୍ସବ

ବ୍ୟୁରୋ: କଳା ଓ ସଂସ୍କୃତି ଭିତ୍ତିକ, ରାଜ୍ୟର ପୁରାତନ କଳା ଅନୁଷ୍ଠାନ ସାଧନା ଆର୍ଟ ଆଣ୍ଡ କଲଚର୍ ର ୧୧ତମ ବାର୍ଷିକ ଉତ୍ସବ, ଜୟଦେବ ଭବନରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଶିଷ୍ଠ କବି, ଔପନ୍ୟାସିକ ପ୍ରସନ୍ନ…

ଚୋରି ସାମଗ୍ରୀ ଜବତ, ଦୁଇ ଗିରଫ

ବ୍ୟୁରୋ: ଜଟଣୀ ଜାମୁକୋଳି ରାଧାକୃଷ୍ଣ ମନ୍ଦିରରୁ ଚୋରି ହୋଇଥିବା ସାମଗ୍ରୀକୁ ଉଦ୍ଧାର କରିବାରେ ସଫଳ ହୋଇଛି ଏୟାରଫିଲଡ ପୋଲିସ, ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ବରମୁଣ୍ଡା ଗ୍ରାମର ଅଶୋକ…

୫ ଏନ୍ଏଚ୍ ଲେଟେରା ଗିରଫ

ବ୍ୟୁରୋ: ଜାତୀୟ ରାଜପଥରେ ବାଇକ ଚାଳକଙ୍କୁ ଟାର୍ଗେଟ କରି ମାରଣାସ୍ତ୍ର ଦେଖାଇ ଲୁଟିବା ଘଟଣାର ତଦନ୍ତ କରି ଟାଙ୍ଗୀ ପୋଲିସ ୫ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ଖୋଲିକୋଟ ଥାନା ଅଞ୍ଚଳର ମନୁ ବାରିକ , ଦୀପକ…

ଭାରତୀୟ ବିଜ୍ଞାନ ଏକାଡେମୀର ୯୦ ତମ ଅଧିବେଶନ ୮ ରୁ ୧୦

ବ୍ୟୁରୋ: ବାଙ୍ଗାଲୋରସ୍ଥିତ ଭାରତୀୟ ବିଜ୍ଞାନ ଏକାଡେମୀର ୯୦ତମ ବାର୍ଷିକ ଅଧିବେଶନ, ନଭେମ୍ବର ୮ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ନାଇଜର ଓ ଆଇଆଇଟି ରେ ଅନୁଷ୍ଠିତ ହେବ । ଆଜି ନାଇଜରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ବିଜ୍ଞାନ ଏକାଡେମୀର ସଭାପତି…

ଜଟଣୀରେ ଶିକ୍ଷା ସଂଯୋଜନା ଶିବିର

ବ୍ୟୁରୋ: ସୋସାଇଟି ଫର୍ ଚିଲଡ୍ରେନ ( ସୋଚ୍ ) ଏବଂ ଅଜିମ୍ ପ୍ରେମଜି ଫାଉଣ୍ଡେସନର ମିଳିତ ଉଦ୍ୟମରେ ଜଟଣୀ ସୋଚ କାର୍ଯ୍ୟାଳୟରେ ଶିକ୍ଷା ସଂଯୋଜନା ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ଶିବିରରେ ୨୪ ଜଣ ଶିଶୁ ଯୋଗଦେଇଥିଲେ। ଅଧାରୁ ପାଠ…

ଜଟଣୀରେ ନାଗ ଚାତୁର୍ଥୀ ପୂଜା

ବ୍ୟୁରୋ: ଜଟଣୀରେ ବସବାସ କରୁଥିବା ତେଲୁଗୁ ସମ୍ପ୍ରଦାୟର ମହିଳା ଓ ପୁରୁଷ ମାନେ ଉଇ ହୁଙ୍କା ମୂଳେ ପୂଜା କରି ନାଗ ଚତୁର୍ଥୀ ପାଳନ କରିଥିବା ଦେଖିବାକୁ ମିଳିଛି। କାର୍ତ୍ତିକ ଅମାବାସ୍ୟା ର ତିନି ଦିନ ପରେ ନାଗ ଚତୁର୍ଥୀ ପଡିଥାଏ।…

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

ବ୍ୟୁରୋ: ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ। ମୃତ ଯୁବକ ଜଣଙ୍କ ହେଉଛନ୍ତି ଜଟଣୀ ଥାନା ଅଧିନ ବେଣାପଞ୍ଜରୀ ଗ୍ରାମର ପ୍ରଭାକର ଦାସଙ୍କ ପୁଅ ଅଜୟ କୁମାର ଦାସ ଓରଫ ଜଟିଆ (୩୨)। ସୂଚନା ମୁତାବକ ଆଜି ଅପରାହ୍ନ ୧୨ଟା ସମୟରେ ଅଜୟ…

ଗୋପୀନାଥ ମନ୍ଦିରରେ ଗିରିଗୋବର୍ଦ୍ଧନ ପୂଜା

ବ୍ୟୁରୋ: ଜଟଣୀ ଗୋପୀନାଥ ମନ୍ଦିରରେ ମାରୱାଡି ସମ୍ପ୍ରଦାୟ ପକ୍ଷରୁ ଗିରିଗୋବର୍ଦ୍ଧନ ପୂଜା ଏବଂ ଅର୍ଣ୍ଣକୂଟ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି। ଦୀର୍ଘ ୯୨ ବର୍ଷ ଧରି ଜଟଣୀ ମାରୱାଡି ସମ୍ପ୍ରଦାୟ ପକ୍ଷରୁ ଗିରିଗୋବର୍ଦ୍ଧନ ପୂଜା ଧୁମଧାମରେ ପାଳନ ହୋଇ ଆସୁଛି। ଏହି…

ଦୀପ ଧରି କାମ, କ୍ରୋଧ, ଲୋଭ, ଅହଙ୍କାର, ଈର୍ଷା, ତ୍ୟାଗ କରିବାକୁ ନେଲେ ଶପଥ

ବ୍ୟୁରୋ: ଖୋର୍ଦ୍ଧା ଗୋଡ଼ିପୋଖରୀ ବ୍ରହ୍ମକୁମାରୀ ସେବା କେନ୍ଦ୍ର ପରିସରରେ ଆଲୋକର ପର୍ବ ଦୀପାବଳି ପାଳିତ ହୋଇଯାଇଛି। କେନ୍ଦ୍ର ସଞ୍ଚାଳିକା ବ୍ରହ୍ମକୁମାରୀ ଅନୁରାଧା ଭଉଣୀଙ୍କ ସଂଯୋଜନାରେ ଉତ୍ସବ ପାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲା ଉପ କାରାଗାର ଅଧୀକ୍ଷକ ରାଜୀବ କୁମାର…

ବାଣ ନେଇ ଯାଉଥିବା ବେଳେ ଜଳିଗଲା ବାଇକ୍

ବ୍ୟୁରୋ: ଆଜି ସନ୍ଧ୍ୟାରେ ଜଣେ ବ୍ୟକ୍ତି ଜଟଣୀରୁ ବାଣ ନେଇ ବାଇକରେ ଯାଉଥିବା ବେଳେ, ଜଟଣୀ ଭୁବନେଶ୍ୱର ମୁଖ୍ୟ ରାସ୍ତା ଗୋବିନ୍ଦପୁର ଠାରେ ହଟାତ କୌଣସି କାରଣରୁ ବାଇକରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ବାଇକଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିବା…