Advertisement

ବ୍ୟୁରୋ: ଇସଲାମ ଧର୍ମାଲମ୍ବୀ ମୁସଲମାନ ସଂପ୍ରଦାୟର ପବିତ୍ର ମାସ, ରମଜାନ ଆଜିଠାରୁ ଆରମ୍ଭ ହୋଇଛି। ସୋମବାର ସନ୍ଧ୍ୟାରେ ତରାବି ନମାଜ ପାଠ କରିବାପରେ ଆଜି ଭୋରରୁ ରୋଜା (ଉପବାସ) କରିଛନ୍ତି ମୁସଲମାନ ଭାଇଭଉଣୀ ମାନେ। ଏହି ଉପବାସ ଏକ ମାସ ଧରି ପାଳନ କରାଯାଇଥାଏ। ରମଜାନ କୁ ନେଇ ସମସ୍ତ ମସଜିଦ ଉତ୍ସବ ମୁଖର ରହିଥିବା ଦେଖିବାକୁ ମିଳିଛି ।

Advertisement

Leave a Reply

Your email address will not be published. Required fields are marked *