Advertisement

ବ୍ୟୁରୋ: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଲାଲାଙ୍କ ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ରାଜ୍ୟ ସରକାର ଜାନୁଆରୀ ୨୨ତାରିଖକୁ “ହାଫ୍ ଡେ” ଛୁଟି ଘୋଷଣା କରିଛନ୍ତି।

ଆସନ୍ତା ୨୨ ଜାନୁଆରୀ ୨୦୨୪ରେ ଅଯୋଧ୍ୟାରେ ହେବ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ। ଏଥିପାଇଁ ଆଜି ରାଜ୍ୟ ସରକାର ୨୦୨୪ ଜାନୁଆରୀ ୨୨ ତାରିଖ,  ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଅଧିନସ୍ଥ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବା ନିମନ୍ତେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜସ୍ୱ ଓ ମାଜିଷ୍ଟ୍ରେଟଙ୍କ କୋର୍ଟ ମଧ୍ୟ ଅଧାଦିନ ଛୁଟି ରହିବ।

Advertisement

Leave a Reply

Your email address will not be published. Required fields are marked *