Advertisement

ବ୍ୟୁରୋ: ଠିକାଦାରଙ୍କ ଘରୁ ମିଳିଲା ନଗଦ ୪୨ କୋଟି ଟଙ୍କା । ୨୩ ଟି ପେଟିରେ ରହିଥିଲା ଏହି ୪୨ କୋଟି ଟଙ୍କା । ୫୦୦ ଟଙ୍କା ମୂଲ୍ୟର ସମସ୍ତ ଟଙ୍କା ୨୩ଟି ପେଟିରେ ଭର୍ତ୍ତି ହୋଇରହିଥିଲା।

ସୂଚନା ମୁତାବକ କର୍ଣ୍ଣାଟକର ଜଣେ ଠିକାଦାରଙ୍କ ଘରୁ ମିଳିଛି ଏହି ୪୨କୋଟି ଟଙ୍କା । ଠିକାଦାରଙ୍କ ଘରେ ଏତେ ପରିମାଣର ନଗଦ ଟଙ୍କା କେଉଁଠି ଆସିଲା ତାହା ଏବେ ବଡ଼ ପ୍ରଶ୍ନ। ଆୟକର ବିଭାଗ ୨୩ଟି ପେଟିରେ ଭର୍ତି ହୋଇରହିଥିବା ୪୨ କୋଟି ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇଥିଲା। ଏହି ଟଙ୍କାକୁ ଆୟକର ବିଭାଗ ମେସିନ ଲଗାଇ ଗଣିଥିଲା। ସମସ୍ତ ଟଙ୍କାକୁ ଜବତ କରିଛି ଆୟକର ବିଭାଗ।

Advertisement

Leave a Reply

Your email address will not be published. Required fields are marked *