Advertisement

ବ୍ୟୁରୋ, ୧୨/୧୧: ପୁରୀ ପୌରସଦନ କକ୍ଷରେ ବ୍ରହ୍ମ ରାଷ୍ଟ୍ର ଏକମ୍ ବିଶ୍ଵ ମହାସଂଘ ନ୍ୟାସ କାଶୀର ସନାତନୀ ସଂସ୍ଥାର ଷଷ୍ଠ ବାର୍ଷିକ ରାଷ୍ଟ୍ରୀୟ ସନାତନ ଅଧିବେଶନ ଉଦଯାପିତ ହୋଇଯାଇଛି। ସଂସ୍ଥାର ଅଧ୍ଯକ୍ଷ ଶ୍ରୀ ଶ୍ରୀ ୧୦୦୮ ଡ.ସଚ୍ଚିନ୍ଦ୍ରନାଥ ଜୀ ମହାରାଜଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ, ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ଡା.ସମ୍ବିତ ପାତ୍ର ଯୋଗ ଦେଇଥିବାବେଳେ କାଶୀର ବହୁ ସାଧୁ ସନ୍ଥମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ରେ “ମୋ ପରିବାର”ର ପ୍ରତିଷ୍ଠାତା ତଥା ଜଟଣୀ ପ୍ରେସ କ୍ଲବର ସଂଗଠକ ସଂଯୋଜକ ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *