Author: Kalinga Today

ବାଛରା ପାହାଡ଼ ହେବ ସବୁଜ ସୁନ୍ଦର।

ବ୍ୟୁରୋ: ଜଟଣୀ ପୋୖର ପରିଷଦ ଅଧିନ ବାଛରା ଲଣ୍ଡା ପାହାଡ଼ ହେବ ଏବେ ସବୁଜ ସୁନ୍ଦର। ସବୁଜ ପାହାଡ଼ ପ୍ରକଳ୍ପ ଅଧୀନରେ ମିଳିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ, ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ,…

ପରିବେଶ ସୁରକ୍ଷାର ବାର୍ତ୍ତା ଦେଲା ଶୋଭା।

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅଧିନ ବିଶ୍ଵନାଥପୁର ସ୍ଥିତ ମା’ ଦକ୍ଷିଣକାଳୀ ମନ୍ଦିର ପୀଠରେ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ଶୋଭା’ ପକ୍ଷରୁ ପରିବେଶ ସଚେତନତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଲିପାଟଣା ଥାନାର ଏଏସ୍‌ଆଇ ରାକେଶ…

ଭତ୍ତା ରାଶି ବୃଦ୍ଧି କରିବାକୁ, ଦାବୀ କଲେ କଳାକାର।

ବ୍ୟୁରୋ: ଜଟଣୀ ବ୍ଲକ ଅଧିନ ପୋଡ଼ପଡା ଗୋପାଳଜୀ ମନ୍ଦିର ପରିସରରେ, ଉତ୍ତରାୟଣୀ ଆଞ୍ଚଳିକ ସଂକୀର୍ତ୍ତନ ପରିଷଦ ଜଟଣୀ ଓ ଖୋର୍ଦ୍ଧା ଜିଲ୍ଲା ସଂକୀର୍ତ୍ତନ ମହାସଂଘର ମିଳିତ ସହଯୋଗରେ ଜୋନ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲାର…

ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଚାରା ବଣ୍ଟନ।

ବ୍ୟୁରୋ: ଜଟଣୀ ବ୍ଲକ ପଧାନସାହି ପଞ୍ଚାୟତ ଅଧିନ କୁହା କ୍ଷେତ୍ରପାଳି ସରକାରୀ ଉଚ୍ଚ ବିଦ୍ୟାଳୟର ଆଲୁମିନା କମିଟି ଆନୁକୂଲ୍ୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଫଳଗଛ ଚାରା ବଣ୍ଟନ କରଯାଇଛି। ବିଦ୍ୟାଳୟର ପୂରାତନ ଛାତ୍ର, ଆଲୁମିନା କମିଟିର ଉପଦେଷ୍ଟା ତଥା ପୂର୍ବତନ ବିଧାୟକ…

ମା’ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁ ଦିବସ।

ବ୍ୟୁରୋ: ସ୍ଥାନୀୟ ବରପଦା ଗ୍ରାମ ନିକଟ ମା’ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଆଜି ଗୁରୁ ଦିବସ ପାଳିତ ହୋଇଯାଇଛି। ମହାନ ଶିକ୍ଷାବିତ, ଦାର୍ଶନିକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ଦିବସକୁ ଗୁରୁ ଦିବସ ରୂପେ ପାଳନ…

ବଜ୍ରାଘାତରେ ଚାଲିଗଲା ୭ଜଣ ଗାଇଙ୍କ ଜୀବନ।

ବ୍ୟୁରୋ: ଜଟଣୀ ବ୍ଳକ୍ ଅଧିନ ତରାବୋଇ ଗ୍ରାମରେ ବଜ୍ରାଘାତରେ ଚାଲିଯାଇଛି ୭ଜଣ ଗାଇଙ୍କ ଜୀବନ। ଏଭଳି ଶୋଚନୀୟ ମୃତ୍ୟୁକୁ ନେଇ ତରାବୋଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁସାରେ ଆଜି ସନ୍ଧ୍ୟା ସମୟରେ ଗାଇ ମାନେ ଏକାଠି ହୋଇ ଚରୁଥିଲେ।…

ଆରପାରିରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ବ୍ୟୁରୋ: ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ, ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେପରଲୋକ ହୋଇଛି। ସ୍ବର୍ଗତ ପାତ୍ର ୨୪ ଡିସେମ୍ବର ୧୯୪୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୪ବର୍ଷ ହୋଇଥିଲା। ସେ ଜଣେ ଓଡ଼ିଶା ରାଜନୀତିର ଟାଣୁଆ…

ବଜ୍ରାଘାତରେ ଚାଲିଗଲା ଚାଷୀଙ୍କ ଜୀବନ।

ବ୍ୟୁରୋ: ଜଟଣୀ ବ୍ଲକ ଅଧୀନ ପଞ୍ଚୁପଲି ପଞ୍ଚାୟତର ଜଣେ ଚାଷୀ ବିଲରେ ଧାନ ରୋଇବା ସମୟରେ ବଜ୍ରାଘାତରେ ତାଙ୍କର ମୃତ୍ୟୁ ହୋଇଛି । ଚାଷୀ ଜଣଙ୍କ ହେଉଛନ୍ତି ହୃଦାନନ୍ଦ ପାଇକରାୟ। ସୂଚନା ମୁତାବକ ହୃଦାନନ୍ଦଙ୍କ ସହ ୧୦ରୁ ଅଧିକ ଚାଷୀ, ଆଜି…

ଜଗା ବଳିଆ ଭାଇଙ୍କୁ ସୁକନ୍ୟା ପଠାଇଲେ ରାକ୍ଷୀ।

ବ୍ୟୁରୋ: ଅଙ୍କଲ ମହାଶୟ, ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବେ। ଅନତି ଦୂରରୁ ମୋର ଦୁଇ ଭାଇ ଜଗା ବଳିଆଙ୍କ ପାଖକୁ ସପ୍ରେମ ରାକ୍ଷୀ ପଠାଇଲି। ରକ୍ଷା ବନ୍ଧନ ଦିନ ମୋର ଦୁଇ ଭାଇଙ୍କୁ ରାକ୍ଷୀ ବାନ୍ଧିଦେବେ ଏବଂ ପଠାଇଥିବା ଟଙ୍କାରେ…

ଗଠନ ହେଲା ଜଟଣୀ ବ୍ଲକ କଳା ସଂସ୍କୃତି ସଂଘ।

ବ୍ୟୁରୋ: ଲୁକାୟିତ ଲୋକକଳା ଓ ବିଲୁପ୍ତ ହେଇଯାଉଥିବା ଲୋକ କଳାକୁ ଉଦ୍ଧାର କରିବା ଲକ୍ଷ୍ୟରେ ଗଠନ ହୋଇଛି ଜଟଣୀ ବ୍ଲକ କଳା ସଂସ୍କୃତି ସଂଘ। ୯୧ଟି ମଣ୍ଡଳିକୁ ନେଇ ଏହି ସଂଘ ଗଠନ କରାଯାଇଛି। ପାଲା, ସଂକୀର୍ତ୍ତନ, ପଟା ଆଖଡା, ନଦିଆ…