Author: Kalinga Today

ଜଟଣୀ ବିକାଶ ପରିଷଦ ପକ୍ଷରୁ ପ୍ରଭୁ ଗଜାନନଙ୍କୁ ପୂଜାର୍ଚ୍ଚନା।

ବ୍ୟୁରୋ: ଜଗତର କଲ୍ୟାଣ ପାଇଁ ଜଟଣୀର ସାମାଜିକ ଅନୁଷ୍ଠାନ, ଜଟଣୀ ବିକାଶ ପରିଷଦର ସମସ୍ତ କର୍ମକର୍ତ୍ତାମାନେ ଏକ ବିରାଟ ଶୋଭାଯାତ୍ରାରେ ଯାଇ, ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାର ସମସ୍ତ ମଣ୍ଡପ ବୁଲି ପୂଜାର୍ଚ୍ଚନା କରିଥିଲେ। ଅନୁଷ୍ଠାନ ପକ୍ଷରୁ ପ୍ରଭୁ ଗଜାନନଙ୍କ…

ପରିବେଶର ଉପଯୋଗୀ ଗୋଦାବରୀ ଇଭିଥରେ ଚାର୍ଯକଲେ ଗଡିବ ୧୧0 କିମି

ଇଭି ବଜାରରେ ଏବେ ଇବ୍ଲୁ ରାଇନୋ ଇ ଲୋଡର ,ଖ୍ୟାତନାମା ଇଭି କମ୍ପାନୀ ଗୋଦାୱରୀ ଇଲେଟ୍ରି ମୋଟରସ୍ ର ନୂଆ ତିନି ଚକିଆ ମାଲ ପରିବହନ ଗାଡି ଇବ୍ଲୁ ରାଇନୋ ଇ ଲୋଡର ଏବେ ବଜାରରେ ଉପଲବ୍ଧ। ଏଥିରେ ୧୦.୨ kWH…

ସାଧନା ଆର୍ଟ ଆଣ୍ଡ କଲଚରରେ ବିଘ୍ନ ବିନାଶକଙ୍କ ପୂଜା

ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ପୂଜା ସାଧନା ଆର୍ଟ ଆଣ୍ଡ କଲଚର ଅନୁଷ୍ଠାନ, ପୋଖରୀପୁଟ ଭୂବନେଶ୍ୱରରେ ଧୁମଧାମରେ ପାଳିତ ହୋଇଯାଇଛି। ଗଣେଶ ଚତୁର୍ଥୀ ଦିନ ପ୍ରଭୁ ଗଜାନନ ଙ୍କୁ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ପୂଜା କରିବା ସହ ପ୍ରଭୁଙ୍କ ଆଶ୍ରିବାଦ ଲାଭ କରିଥିଲେ।…

ବିଜେଡି ଦଳରୁ ବହିଷ୍କୃତ ହେଲେ ଦୁଇ ବିଧାୟକ।

ବ୍ୟୁରୋ: ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ଓ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ଦଳରୁ ବହିଷ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ।

ବ୍ୟୁରୋ: ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ଏକମାତ୍ର କନ୍ୟା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ବିଶିଷ୍ଟ ଲେଖିକା ଗୀତା ମେହେଟାଙ୍କ ୮୦ ବର୍ଷ ବୟସରେ ପରଲୋକ ଘଟିଛି। ଗୀତା ଜଣେ ସୁଲେଖିକା, ଡକୁମେଣ୍ଟାରୀ ଫିଲ୍ମ ନିର୍ମାତା ଓ ସାମ୍ବାଦିକା…

ପୋଖରୀରୁ ଯୁବକଙ୍କ ମୃତଦେହ ହେଲା ଉଦ୍ଧାର।

ବ୍ୟୁରୋ: ଜଟଣୀ ବ୍ଲକ ଅଧିନ କୁସୁମାଟି ପୋଖରୀରୁ ଆଜି ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ଜଟଣୀ ପୁଲିସ। ମୃତ ଯୁବକ ହେଉଛନ୍ତି, କୁସୁମାଟି ପୋଖରୀ ସାହିର ଜ୍ୟୋତିପ୍ରକାଶ ରାଉତରାୟ। ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଜଟଣୀ ପୁଲିସ ମୃତଦେହକୁ ଜବତ…

ଗଣେଷ ପୂଜା ଆଗରୁ ଫୁ୍ଡ଼୍ ସେଫ୍ଟି ଅଧିକାରୀଙ୍କ ଚଢ଼ାଉ।

ବ୍ୟୁରୋ : ଖାଦ୍ୟକୁ ସୁସ୍ଵାଦ କରିବା ପାଇଁ ଖାଦ୍ୟ ଜିନିଷ ହେଉଥିଲା ଅପମିଶ୍ରଣ। ଖାଦ୍ୟକୁ ଆକର୍ଷଣ କରିବା ପାଇଁ ମିଶୁଥିଲା ରଙ୍ଗ। ଏଭଳି କିଛି ଅଭିଯୋଗ ପାଇ ଆଜି ଜଟଣୀର ୮ଟି ଦୋକାନରେ ଚଢ଼ାଉ କରିଛି ଫୁଡ଼୍ ସେଫ୍ଟି ବିଭାଗ। ଆଗକୁ…

ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କଲେ ସନ୍ତୋଷ ଜେନା।

ବ୍ୟୁରୋ: ଜଟଣୀ ପୋୖର ପରିଷଦରର ବିଭିନ୍ନ ୱାର୍ଡରେ ଅନୁଷ୍ଠିତ ହେଉଥିବା ସାମାଜିକ କାର୍ଯ୍ୟରେ ଯୋଗଦେଇଥିଲେ, ବିଶିଷ୍ଠ ସମାଜସେବୀ ତଥା ପାଣ୍ଡଵ ଜେନା ଫାଉଣ୍ଡେସନ ଅଧକ୍ଷ ଡ଼. ସନ୍ତୋଷ ଜେନା । ଏହା ସହ ଜଟଣୀ ପୋୖର ପରିଷଦ ଅଧିନ ଗାନ୍ଧୀନଗର ଅଞ୍ଚଳର…

ମିଳିତ ଭାବେ ସେବା କାର୍ଯ୍ୟ କରିବେ ମୋ ପରିବାର ଓ ମହାବୀର ସେନା ।

ବ୍ୟୁରୋ: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମୋ ପରିବାର ଓ ପୁରୀ ଜିଲ୍ଲା ପିପିଲିର ମହାବୀର ସେନାର ସଭ୍ୟମାନେ ଏବେ ମିଳିତ ଭାବେ ସେବା କାର୍ଯ୍ୟ କରିବେ। ମା”ଉତ୍ତରାୟଣୀ ପୀଠରୁ ମୋ ପରିବାରର ସଦସ୍ୟ ମାନେ ଏକାଠି ହୋଇ ବାଇକ ଶୋଭାଯାତ୍ରାରେ…

ଉପସଭାପତି ପଦରୁ ହଟିଲେ ସୌମ୍ୟ ରଞ୍ଜନ ।

ବ୍ୟୁରୋ : ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ, ଆଜି ବିଜେଡି ଦଳର ଉପସଭାପତି ପଦରୁ ହଟାଇଛନ୍ତି, ବିଜେଡି ସଭାପତି ନବୀନ ପଟ୍ଟନାୟକ। ସୌମ୍ୟଙ୍କ ସମ୍ପାଦକୀୟ ଲେଖା ଓ ଗଣମାଧ୍ୟମରେ ବାଇଟ ରହିଥିଲା ଖୁବ ଚର୍ଚ୍ଚାରେ ।