ବ୍ୟୁରୋ: ଭାରସାମ୍ୟ ହରାଇ ଏକ ବାଲି ବୋଝେଇ ହାଇୱା ବିଦ୍ୟୁତ ଖୁଣ୍ଟି କୁ ଧକ୍କା ଦେଇ ବିଲକୁ ଆଜି ସକାଳେ ଓଲଟିପଡିଛି। ରଣପୁର ଅଭିମୁଖେ ବାଲି ବୋଝେଇ ଏକ ହାଇୱା ଆସୁଥିବା ବେଳେ, ଦୁଧିଆ ପାହାଡ଼ ଓ କୋଟଗଡ଼ ଘାଟି ନିକଟରେ ଭାରସାମ୍ୟ ହରାଇ, ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ବିଲ ତଳକୁ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *