Advertisement

ବ୍ୟୁରୋ : ଜଟଣୀ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ  ପକ୍ଷରୁ ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ଜଟଣୀ ଚର୍ଚ୍ଚ ନିକଟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ସହ ଜଟଣୀର ସାମାଜିକ ଅନୁଷ୍ଠାନ ସୋଚ୍ ରେ ପାଠ ପଢ଼ୁଥିବା ପିଲାମାନଙ୍କୁ ପିନ୍ଧିବା ପାଇଁ ଚପଲ ପ୍ରଦାନ କରାଯାଇଥିଲା।

ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ ସମିତିର ଉପଦେଷ୍ଟା ନିର୍ମଳେନ୍ଦୁ ପଟ୍ଟନାୟକ, ସମ୍ପାଦକ ବିଶ୍ୱଜିତ ପଟ୍ଟନାୟକ, ସାଗର ମହାପାତ୍ର, ଆନ୍ତନିଅ କର, ଆଶିଷ ଗାନ, ଅକ୍ଷୟ ପ୍ରଧାନ, ପ୍ରିୟଙ୍କା ଗାନ, ଶ୍ରୀଲେଖା ଚୌହାନ, ରଚିତା ପଟ୍ଟନାୟକ, ଲିପିକା ଦାସ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *