Advertisement

ବ୍ୟୁରୋ: ରାଜଧାନୀ ଉପକଣ୍ଠ ଜଟଣୀ ବ୍ଲକ ଯାଁଳା ପଞ୍ଚାୟତରେ ଶ୍ରୀ ଗ୍ରାମେଶ୍ବର ଯୁବ ପରିଷଦ ପକ୍ଷରୁ ପ୍ରତିବର୍ଷ ଭଳି, ମୁଣ୍ଡମୁହାଁଣସ୍ଥିତ ବାବା ଗ୍ରାମେଶ୍ବର ମେଳନ ପଡିଆ ଠାରେ ଏବର୍ଷର ନାଟକ ମହୋତ୍ସବ ଅନୁଷ୍ଠିତ ହେଉଅଛି। ଏହି ଉତ୍ସବ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା କାଲି ସରିବ। ଆଜିର ନାଟକ “କଳଙ୍କ ମୋ ପାଇଁ ଚନ୍ଦନ ଟୋପା” ପରିବେଷଣ ହେବ। ଆସନ୍ତା କାଲି ଶନିବାର  “ଗୁମୁରି ଗୁମୁରି କାହାଣୀ କାନ୍ଦୁଛି” ନାଟକ ପରିବେଷଣ ହେବ।

Advertisement

Leave a Reply

Your email address will not be published. Required fields are marked *