ଶିବ ମନ୍ଦିର ପାଖରୁ ମଦ ଦୋକାନ ସ୍ଥାନାନ୍ତରଣ ପାଇଁ ଜିଲ୍ଲା ପ୍ରଶାସନକୁ ଦାବି କଲେ ଅନିଲ
ଖୋର୍ଦ୍ଧା, ୨୭/୭: ଜଟଣୀ ସହରର ସୀତାରାମ ଛକରେ ଥିବା ପୁରାତନ ମନ୍ଦିର ବାବା ବାଲୁଙ୍କେଶ୍ୱର ଶିବ ମନ୍ଦିର ପାଖରେ ଏକ ନୁତନ ମଦ ଦୋକାନ ଖୋଲାଯାଇଛି ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖାଯାଇଛି । ମନ୍ଦିରଠାରୁ ମାତ୍ର ଗୋଟିଏ ଔଷଧ…
