Day: July 20, 2026

ଯୁବତୀଙ୍କୁ ଲିଫ୍‌ଟ୍‌ ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଓ ଛୁରାମାଡ଼ ମାମଲାରେ ଜେଲ ଗଲା ଅଭିଯୁକ୍ତ

ବ୍ୟୁରୋ, ୨୦/୭: ଖୋର୍ଦ୍ଧାରୁ ଜଣେ ଯୁବତୀଙ୍କୁ ଲିଫ୍ଟ ଦେଇ ପରେ ତାଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ ଉଦ୍ୟମ ଓ ଛୁରାମାଡ଼ ଘଟଣାରେ କମିଶନରେଟ ପୋଲିସ କୁ ମିଳିଛି ବଡ଼ ସଫଳତା। କ୍ଷତାକ୍ତ ଅବସ୍ଥାରେ ପ୍ରାୟ ୧୨ କିମି ଦୌଡ଼ି ୧୧୨କୁ ସୂଚନା…